Loading...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆସନ୍ତା ୪୮ ଘଣ୍ଟାରେ ନେବ ଲଘୁଚାପର ରୂପ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆସନ୍ତା ୪୮ ଘଣ୍ଟାରେ ନେବ ଲଘୁଚାପର ରୂପ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଓ ସଂଲଗ୍ନ ଭାରତ ମହାସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।

ରାଜ୍ୟରେ ଦିନତମାମ ମେଘୁଆ ପାଗ, କେତେକ ସ୍ଥାନରେ ହାଲୁକା ବର୍ଷା

ରାଜ୍ୟରେ ଦିନତମାମ ମେଘୁଆ ପାଗ, କେତେକ ସ୍ଥାନରେ ହାଲୁକା ବର୍ଷା

ବାୟୁମଣ୍ଡଳର ଉପରି ଭାଗରେ ପଶ୍ଚିମା ପବନ ପ୍ରବାହ ଓ ଏହାସହ ଜଡ଼ିତ ନିମ୍ନଚାପରେଖା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗୁରୁବାର ଦିନ ଆକାଶ ମେଘୁଆ ରହିଥିଲା।

୩୦ଯାଏଁ ପାଗ ଶୁଖିଲା

୩୦ଯାଏଁ ପାଗ ଶୁଖିଲା

ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ପରେ ଦିନରେ ପ୍ରଚଣ୍ଡ ଖରା ହେବା ସହ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅନୁଭୂତ ହେଉଛି। କିନ୍ତୁ ଆଗାମୀ ୩୦ ଅକ୍ଟୋବର ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।

ବାତ୍ୟା ପ୍ରଭାବରେ ଆସନ୍ତାକାଲିଠୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ବାତ୍ୟା ପ୍ରଭାବରେ ଆସନ୍ତାକାଲିଠୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ଓଡ଼ିଶାରେ ସ୍ଥଳ ଭାଗ ଛୁଇଁବ ନାହିଁ। ଓଡ଼ିଶା ଉପକୂଳରୁ କିଛି ଦୂରରେ ଘଷି ହୋଇ ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ମୁହାଁଇବ। ଏହା ପ୍ରଭାବରେ ୨୩ ରାତିରୁ ଉପକୂଳରେ ବର୍ଷା ଆରମ୍ଭ ହେବ।

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ଆସନ୍ତା ୧୭/୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମକୁ ଗତି କରି ଘନୀଭୂତ ହୋଇପାରେ।ଏନେଇ  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପୂର୍ବ-ଭାରତର କିଛି ଅଞ୍ଚଳରୁ ଫେରିଯାଇପାରେ ମୌସୁମୀ

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପୂର୍ବ-ଭାରତର କିଛି ଅଞ୍ଚଳରୁ ଫେରିଯାଇପାରେ ମୌସୁମୀ

ଫେରିଯିବ ମୌସୁମୀ। ପୂର୍ବ-ଭାରତର କିଛି ଅଞ୍ଚଳରୁ ଫେରିଯାଇପାରେ ମୌସୁମୀ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟର ଉପାନ୍ତରୁ ଉପକୂଳ ଯାଏଁ ରହି ରହି କାଚୁଛି ବର୍ଷା

ରାଜ୍ୟର ଉପାନ୍ତରୁ ଉପକୂଳ ଯାଏଁ ରହି ରହି କାଚୁଛି ବର୍ଷା

ରାଜ୍ୟର ଉପାନ୍ତରୁ ଉପକୂଳ ଯାଏଁ ରହି ରହି ବର୍ଷା କାଚୁଛି । କେଉଁଠି ଅସରାଏ ତ ଆଉ କେଉଁଠି ନିର୍ଧୂମ ଛେଚୁଛି । ବିଭିନ୍ନ ସ୍ଥାନରେ ଗରିବ ଗୁରୁବାଙ୍କ ଘର ଭୁଶୁଡ଼ିଛି । ଗଛପଡ଼ି ରାସ୍ତା ବି ଅବରୋଧ ହୋଇଛି ।

କାଲିଠୁ ଅଷ୍ଟମୀ ଯାଏ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

କାଲିଠୁ ଅଷ୍ଟମୀ ଯାଏ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଏଥର ଫିକା ପଡ଼ିପାରେ ଶାରଦୀୟ ଦୁର୍ଗାପୂଜା। ଆସନ୍ତାକାଲିଠୁ ଅର୍ଥାତ୍‌ ଷଷ୍ଠୀଠୁ ମହାଷ୍ଟମୀ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।