Loading...

କାଲିଠୁ ପ୍ରବଳ ବର୍ଷାରେ ଭିଜିବ ଅଧା ଓଡିଶା

କାଲିଠୁ ପ୍ରବଳ ବର୍ଷାରେ ଭିଜିବ ଅଧା ଓଡିଶା

କାଲିଠୁ ପ୍ରବଳ ବର୍ଷାରେ ଭିଜିବ ଅଧା ଓଡିଶା। ଉତ୍ତର ଆଣ୍ଡାମାନ ସାଗର ଓ ଏହା ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୩୦ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା ଫଳରେ ୨୯ରୁ ୨ତାରିଖ ପର୍ଯ୍ୟନ୍ତ ଅଧା ଓଡିଶା ପ୍ରବଳ ବର୍ଷାରେ ବେହାଲ ହେବାନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ଆଜିଠୁ ଦୁଇଦିନ ଶୁଖିଲା ପାଗ, ୨୯ ତାରିଖରୁ ପୁଣି ବର୍ଷା

ଆଜିଠୁ ଦୁଇଦିନ ଶୁଖିଲା ପାଗ, ୨୯ ତାରିଖରୁ ପୁଣି ବର୍ଷା

ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ଭାରତର କିଛି କିଛି ଅଞ୍ଚଳରୁ ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ ଫେରିଯିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି।

ଓଡିଶାରୁ ଆଜିଠୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାନେଇ ସୂଚନା ଦେଲା ପାଣିପାଗ ବିଭାଗ

ଓଡିଶାରୁ ଆଜିଠୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାନେଇ ସୂଚନା ଦେଲା ପାଣିପାଗ ବିଭାଗ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ସ୍ବାଭାବିକ ଭାବେ ଅକ୍ଟୋବର ୧୫ ତାରିଖ ପାଖାପାଖି ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ।

ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଜାରି ରହିଛି । କିନ୍ତୁ ଦୁଇରୁ ତିନି ଦିନ ହେବ ପାଗ ଶୁଖିଲା ରହିଛି । ତେବେ ଏବେ ମଧ୍ୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ- ଉତ୍ତର ଓଡ଼ିଶା ଉପକୂଳରେ ରହିଥିବା ଲଘୁଚାପର ପ୍ରଭାବ ଜାରି ରହିଛି।

ଓଡ଼ିଶାକୁ ପୁଣି ବାତ୍ୟା ଭୟ, ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ନେଇ ସୂଚନାଦେଲା ପାଣିପାଗବିଭାଗ

ଓଡ଼ିଶାକୁ ପୁଣି ବାତ୍ୟା ଭୟ, ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ନେଇ ସୂଚନାଦେଲା ପାଣିପାଗବିଭାଗ

ଓଡ଼ିଶାକୁ ପୁଣି ବାତ୍ୟା ଭୟ, ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ନେଇ ସୂଚନାଦେଲା ପାଣିପାଗବିଭାଗ। ଫେରୁଛି ମୌସୁମୀ ।