Loading...

ଆଜି ଲଘୁଚାପ ଜନିତ ବର୍ଷାରେ ଭିଜିବ ୭ ଜିଲ୍ଲା

ଆଜି ଲଘୁଚାପ ଜନିତ ବର୍ଷାରେ ଭିଜିବ ୭ ଜିଲ୍ଲା

ଉତ୍ତର ଓଡ଼ିଶା ଉପକୂଳରେ ରହିଥିବା ଲଘୁଚାପ ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଝଡ଼ି ବର୍ଷା ଓ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି

ଆଜି କାଲି ଶୁଖିଲା ପାଗ, ୧୮ରୁ ପୁଣି ବର୍ଷିବ

ଆଜି କାଲି ଶୁଖିଲା ପାଗ, ୧୮ରୁ ପୁଣି ବର୍ଷିବ

ଆଜି କାଲି ଶୁଖିଲା ପାଗ ୧୮ରୁ ପୁଣି ବର୍ଷାରେ ଭିଜିବ ଓଡିଶା। ଆସନ୍ତା ଦୁଇଦିନ କାଁ ଭାଁ କିଛି ଜିଲ୍ଲାକୁ ଛାଡିଦେଲେ ବାକି ଅଧିକାଂଶ ଜିଲ୍ଲାରେ ରହିବ ଶୁଖିଲା ପାଗ।

ଆଜି କେତେକ ଜିଲ୍ଲାରେ କାଁଭାଁ ବର୍ଷା, କାଲିଠୁ ଛେଚିବ

ଆଜି କେତେକ ଜିଲ୍ଲାରେ କାଁଭାଁ ବର୍ଷା, କାଲିଠୁ ଛେଚିବ

ଆସୁଛି ଆଉ ଦୁଇଟି ଲଘୁଚାପ। ଆସନ୍ତା ୧୨ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।

ଆଜି ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଆଜି ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି ।

ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଗାମୀ ଦୁଇଦିନ ରାଜ୍ୟରେ ନାହିଁ ବର୍ଷା , ସେପ୍ଟେମ୍ବର ପହିଲାରୁ ପୁଣି ବର୍ଷା ସମ୍ଭାବନା

ଆଗାମୀ ଦୁଇଦିନ ରାଜ୍ୟରେ ନାହିଁ ବର୍ଷା , ସେପ୍ଟେମ୍ବର ପହିଲାରୁ ପୁଣି ବର୍ଷା ସମ୍ଭାବନା

ରାଜ୍ୟରେ ବର୍ତ୍ତମାନ ମୌସୁମୀ ଦୁର୍ବଳ ରହିଛି । ତେଣୁ ବିଗତ ୨୪ ଘଣ୍ଟା ଧରି ପାଗ ଶୁଖିଲା ରହିବା ସହ ଓଡ଼ିଶାର କିଛି କିଛି ସ୍ଥାନରେ କେବଳ ସ୍ୱଳ୍ପ ବୃଷ୍ଟିପାତ ଦେଖିବାକୁ ମିଳିଛି