Loading...

ଦିନବେଳା ଖରାରେ କଲବଲ, ଅପରାହ୍ନରେ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଦିନବେଳା ଖରାରେ କଲବଲ, ଅପରାହ୍ନରେ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଅସହ୍ୟ ଖରାରେ ଛଟପଟ ହେଉଛି ଓଡ଼ିଶା। ଆଉ ୩ ଦିନ ଯାଏଁ କଲବଲ କରିବ ତାତି ।ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି ।

ଆଜିଠାରୁ ବଦଳିବ ପାଗ, ୪ ଦିନ କାଳବୈଶାଖୀରେ ଭିଜିବ ଓଡିଶା

ଆଜିଠାରୁ ବଦଳିବ ପାଗ, ୪ ଦିନ କାଳବୈଶାଖୀରେ ଭିଜିବ ଓଡିଶା

ରାଜ୍ୟରେ ଆଜିଠୁ ବଦଳିବ ପାଗ। ଉପକୂଳ ସମେତ ଦକ୍ଷିଣ ଓଡ଼ିଶାକୁ ମିଳିବ ଆଶ୍ବସ୍ତି । କାଳବୈଶାଖୀ ପାଇଁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

କାଲିଠୁ ବଦଳିବ ପାଗ, କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା

କାଲିଠୁ ବଦଳିବ ପାଗ, କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା

ତାତିରୁ ତ୍ରାହି ପାଇବେ ରାଜ୍ୟବାସୀ। କାଳବୈଶାଖୀରେ ପୁଣି ଭିଜିବ ଓଡିଶା। ଆସନ୍ତାକାଲିଠୁ ରାଜ୍ୟରେ କେତକ ସ୍ଥାନରେ ବର୍ଷା ହେବାନେଇ ଆକଳନ କରିଛି ପାଣିପାଗ ବିଭାଗ।

ଆଜି ୪ଜିଲ୍ଲାରେ କୁଆପଥର ବର୍ଷା ଓ ଆବଶିଷ୍ଟ ରାଜ୍ୟରେ ବର୍ଷା ସମ୍ଭାବନା

ଆଜି ୪ଜିଲ୍ଲାରେ କୁଆପଥର ବର୍ଷା ଓ ଆବଶିଷ୍ଟ ରାଜ୍ୟରେ ବର୍ଷା ସମ୍ଭାବନା

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବଦଳିବ ପାଗ ବଢିବ ତାପମାତ୍ରା, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁଭାଁ ବର୍ଷା

ବଦଳିବ ପାଗ ବଢିବ ତାପମାତ୍ରା, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁଭାଁ ବର୍ଷା

ଆଜିଠାରୁ ରାଜ୍ୟର ପାଗ ଶୁଖିଲା ରହିବ। ଖରା ଟାଣ ହେବ ଓ ତାପମାତ୍ରା ଧୀରେଧୀରେ ବଢ଼ିବ। ପଶ୍ଚିମାଝଡ ପ୍ରଭାବରେ ମାର୍ଚ୍ଚର ଅଦିନିଆ ବର୍ଷାରୁ ମିଳିବ ତ୍ରାହି

ଆଜି ୧୨ ଜିଲ୍ଲାରେ କୁଆପଥର ବର୍ଷା ପାଇଁ ୟେଲୋୱାର୍ନିଙ୍ଗ ଜରିକଲା ପାଣିପାଗବିଭାଗ

ଆଜି ୧୨ ଜିଲ୍ଲାରେ କୁଆପଥର ବର୍ଷା ପାଇଁ ୟେଲୋୱାର୍ନିଙ୍ଗ ଜରିକଲା ପାଣିପାଗବିଭାଗ

ଟ୍ରପଲାଇନ୍ ପ୍ରଭାବରେ ସାରା ରାଜ୍ୟରେ କିଛିକିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି । ରାଜ୍ୟର ଉପାନ୍ତରୁ ଉପକୂଳ ସବୁଠି ବର୍ଷୁଛି ବର୍ଷା ।ଅପରାହ୍ନରେ ଗରମ ସହ ହେଉଛି କାଳବୈଶାଖୀ ବର୍ଷା ।

ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ରେ ଭିଜିବ ଓଡିଶା, ଆଜି ପାଇଁ କେତେକ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ରେ ଭିଜିବ ଓଡିଶା, ଆଜି ପାଇଁ କେତେକ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ରେ ଭିଜିବ ଓଡିଶା। ଗୋଟିଏ ପରେ ଗୋଟିଏ ପଶ୍ଚିମାଝଡ ଓଡିଶାବାସୀଙ୍କ ଦୁଖକୁ ଆହୁରି ବୃଦ୍ଧି କରୁଛି।