Loading...

୮ରୁ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା

୮ରୁ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା

ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଭାରତ ମହାସାଗର ଓ ଏହା ସଂଲଗ୍ନ ମାଇକ୍ରୋ ଷ୍ଟେଟ୍‌ ଅଞ୍ଚଳକୁ ପ୍ରବେଶ କରିଛି । ସୋମବାର ସୁଦ୍ଧା ଏହା ଲଘୁଚାପର ରୂପ ନେଇପାରେ । ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୮ ଓ ୯ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ।

ପଛକୁ ପଛ ୨ଟି ଲଘୁଚାପ ! ଦକ୍ଷିଣ ଓଡ଼ିଶାରେ ସାମାନ୍ଯ ବର୍ଷା ସମ୍ଭାବନା

ପଛକୁ ପଛ ୨ଟି ଲଘୁଚାପ ! ଦକ୍ଷିଣ ଓଡ଼ିଶାରେ ସାମାନ୍ଯ ବର୍ଷା ସମ୍ଭାବନା

ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲ୍‌ ପୂର୍ବାନୁମାନ କରିଛନ୍ତି, ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ଏକ ଦୁର୍ବଳ ଲଘୁଚାପ ସୃଷ୍ଟି ହେବ । ତେବେ ଏହା ପ୍ରଭାବହୀନ ରହିବ । ଦକ୍ଷିଣ ଓଡିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ରାଜ୍ୟର ଶୀତ ପ୍ରବାହରେ ସାମାନ୍ୟ ବିରାମ, ୨୩ ରାତିରୁ ପୁଣି ବଢ଼ିବ ଶୀତ

ରାଜ୍ୟର ଶୀତ ପ୍ରବାହରେ ସାମାନ୍ୟ ବିରାମ, ୨୩ ରାତିରୁ ପୁଣି ବଢ଼ିବ ଶୀତ

ରାଜ୍ୟର ଶୀତ ପ୍ରବାହରେ ସାମାନ୍ୟ ବିରାମ ଲାଗିଛି। ଗତକାଲି ରାତିରେ ରାଜ୍ୟର ପାରଦସ୍ତରରେ ବୃଦ୍ଧି ଦେଖାଯାଇଛି। କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରି ରେକର୍ଡ ହୋଇଥିଲା।

ଆଜି ଓ ଆସନ୍ତାକାଲି ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ଯ ବର୍ଷା

ଆଜି ଓ ଆସନ୍ତାକାଲି ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ଯ ବର୍ଷା

ଚଳିତ ସପ୍ତାହ ଶେଷ ଆଡକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛନ୍ତି ଆମେରିକା ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲସ୍‌ ।

ବଢୁଛି ଶୀତ, ଥରୁଛି ଓଡିଶା

ବଢୁଛି ଶୀତ, ଥରୁଛି ଓଡିଶା

କମୁଛି ତାପମାତ୍ରା, ବଢୁଛି ଶୀତ । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବେଶ କରୁଥିବାରୁ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ଅବପାତର ରୂପନେବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ

ଆଜି ଅବପାତର ରୂପନେବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ

ଲଘୁଚାପ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ଘନୀଭୂତ ହୋଇ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଅବପାତ ରୂପ ନେବ। ଭାରତୀୟ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି।