Tag Archives: what to eat in fasting

Archives

  • ଆସନ୍ତୁ ଜାଣିବା ଉପବାସ ସମୟରେ କଣ ଖାଇଲେ ଶାରୀରିକ ସମସ୍ୟା ଭୋଗୀବେ ନାହିଁ?

    ହିନ୍ଦୁଧର୍ମରେ ଆମେ ଅନେକ ଦେବାଦେବୀଙ୍କୁ ପୂଜା କରିଥାଉ। ଆମ ମନସ୍କାମନା ପୂରଣ କରିବାକୁ ଓଷାବାର କରିଥାଉ। ଏଥିପାଇଁ ଅନେକ ଲୋକ ଉପବାସ ମଧ୍ୟ କରିଥାନ୍ତି। କିନ୍ତୁ ପୁରା ଦିନ ଉପବାସ କଲେ ଆପଣ ଅନେକ ଶାରୀରିକ ସମସ୍ୟାରେ ପଡ଼ିପାରନ୍ତି। ଆସନ୍ତୁ ଜାଣିବା ଉପବାସରେ କଣ ଖାଇବା ଉଚିତ- ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମେ ଓଷାବାର କରିଥାଉ। ଭଗବାନ କହିନାହାନ୍ତି ...