ହ୍ୱାଟ୍ସଆପ୍ ଗ୍ରୁପରେ ମେସେଜ କଲେ ଦେଖାଯିବ ପ୍ରୋଫାଇଲ୍ ଫଟୋ
ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପକୁ ଆହୁରି ଲୋକପ୍ରିୟ କରାଇବା ପାଇଁ କମ୍ପାନୀ ଦିନକୁ ଦିନ ନୂଆ ନୂଆ ଆକର୍ଷଣୀୟ ଫିଚର ଆଣୁଛି। ୟୁଜର୍ସଙ୍କ ସୁବିଧାକୁ ଦେଖି ହ୍ୱାଟ୍ସଆପରେ ନୂଆ ଫିଚର ଯୋଡ଼ୁଛି କମ୍ପାନୀ। ଏବେ ହ୍ୱାଟ୍ସଆପରେ ଏକ ନୂଆ ଫିଚର ଆସିବାକୁ ଯାଉଛି।