Loading...

ହ୍ବାଟସ୍ଆପ୍ ଗୋପନୀୟତା ମାମଲା, ବ୍ୟବହାରକାରୀଙ୍କ ନାମ, ନଂ ଛଡା କୌଣସି ଡାଟା ରଖେନି କହିଲା ହ୍ବାଟସ୍‌ଆପ୍

ହ୍ବାଟସ୍ଆପ୍ ଗୋପନୀୟତା ମାମଲା, ବ୍ୟବହାରକାରୀଙ୍କ ନାମ, ନଂ ଛଡା କୌଣସି ଡାଟା ରଖେନି କହିଲା ହ୍ବାଟସ୍‌ଆପ୍

ହ୍ବାଟସ୍ଆପ୍ ଏବଂ ଏହାର ପ୍ୟାରେଣ୍ଟ୍ କମ୍ପାନୀ ଫେସବୁକ୍ ମଧ୍ୟରେ ବ୍ୟବହାରକାରୀଙ୍କ କଲ୍, ଫଟୋ, ମେସେଜ୍, ଭିଡିଓ ଏବଂ ଡକ୍ୟୁମେଣ୍ଟ୍ ପ୍ରବେଶ ପାଇଁ ଚୁକ୍ତିନାମାକୁ ଚ୍ୟାଲେଞ୍ଜ କରି କର୍ମଣ୍ୟ ସିଂ ସରିନ୍ ଏବଂ ଶ୍ରେୟା ସେଠୀ ଏକ ଆବେଦନ ଦାଖଲ କରିଥିଲେ ।

ନୂଆ ଫିଚର୍‌ ଉପରେ କାମ କରୁଛି ହ୍ବାଟ୍‌ସଆପ୍‌; ଡିଲିଟ୍‌ ପରେ ବି ସେଭ୍‌ ହୋଇ ରହିବ ମେସେଜ୍‌

ନୂଆ ଫିଚର୍‌ ଉପରେ କାମ କରୁଛି ହ୍ବାଟ୍‌ସଆପ୍‌; ଡିଲିଟ୍‌ ପରେ ବି ସେଭ୍‌ ହୋଇ ରହିବ ମେସେଜ୍‌

ଇନ୍‌‌ଷ୍ଟାଣ୍ଟ୍‌ ସେମେଜିଂ ଆପ୍‌ ଭାବେ ବ୍ୟବହାରକାରୀ ହ୍ବାଟ୍‌ସ୍‌ଆପ୍‌କୁ ବି‌ଶେଷ ଭାବେ ବ୍ୟବହାର କରୁଥିବା ବେଳେ ଏହା ସହ ନୂଆ ନୂଆ ଫିଚର୍‌ ଯୋଡ଼ି ହୋଇ ବ୍ୟବହାରକାରୀଙ୍କୁ ଭଲ ଅଭିଜ୍ଞତା ପ୍ରଦାନ କରୁଛି।

ଇସ୍ତଫା ଦେଲେ ଭାରତର ହ୍ୱାଟ୍ସ ଆପ୍‌ ମୁଖ୍ୟ ଏବଂ ମେଟା ପବ୍ଲିକ୍‌ ମୁଖ୍ୟ

ଇସ୍ତଫା ଦେଲେ ଭାରତର ହ୍ୱାଟ୍ସ ଆପ୍‌ ମୁଖ୍ୟ ଏବଂ ମେଟା ପବ୍ଲିକ୍‌ ମୁଖ୍ୟ

ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀମାନଙ୍କରେ ଛଟେଇ ଚାଲିଥିବା ବେଳେ ଭାରତର ଦୁଇ ବଡ଼ ଅଧିକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି।

ୟୁଜର୍ସଙ୍କ ପାଇଁ ଅସୁରକ୍ଷିତ ହ୍ୱାଟ୍ସଆପ: ଟେଲିଗ୍ରାମ ପ୍ରତିଷ୍ଠାତା ପାଭେଲ ଦୁରୋଭ

ୟୁଜର୍ସଙ୍କ ପାଇଁ ଅସୁରକ୍ଷିତ ହ୍ୱାଟ୍ସଆପ: ଟେଲିଗ୍ରାମ ପ୍ରତିଷ୍ଠାତା ପାଭେଲ ଦୁରୋଭ

ମେସେଜିଙ୍ଗ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ପାଭେଲ ଦୁରୋଭ ହ୍ୱାଟ୍ସଆପକୁ ନେଇ ଏକ ବଡ଼ ଟିପ୍ପଣୀ କରିଛନ୍ତି । ହ୍ୱାଟ୍ସଆପ ସୁରକ୍ଷିତ ନଥିବା କହିବା ସହ ଏହାକୁ ନଜର ରଖିବା ପାଇଁ ବ୍ୟବହାର କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି ।