News

୧୫ ଦିନର ଶିଶୁକୁ ମାରିଲା କିଏ ! ମାଙ୍କଡ ନା ମଣିଷ

Krishna Kumar Manoj
ପୋଷ୍ଟମର୍ଟମ କରିଥିବା ଡାକ୍ତର ଦେଲେ ଚାଞ୍ଚଲ୍ୟକର ବୟାନ କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମ ପାଟଣାସାହିରେ ଶନିବାର ମାଙ୍କଡ଼ ଉଠାଇ ନେଇଥିବା ଶିଶୁପୁତ୍ରର ମୃତଦେହ ଏକ କୂଅ ମଧ୍ୟରୁ ଉଦ୍ଧାର କରାଯାଇଛି

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More