SPORTS

ଦ୍ଵିତୀୟ ଟି-୨୦: ରୋହିତଙ୍କ ଦୀପାବଳି ଭେଟି,ସିରିଜ ଜିତିଲା ଭାରତ

ENO Beuro
ରୋହିତ ଶର୍ମାଙ୍କ ବିସ୍ପୋରକ ଶତକ ଓ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତ ଏଠାରେ ଅନୁଷ୍ଟିତ ଦ୍ଵିତୀୟ ଟି-୨୦କୁ ୭୧ ରନରେ ସିରିଜ କବଜା କରିଛି। ରୋହିତଙ୍କ ଶତକ ବଳରେ ଏହା ସମ୍ଭବ ହୋଇପାରିଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More