Loading...

ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ

ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ

ଓଡ଼ିଶାରେ ଲାଗିରହିଥିବା କୋହଲା ପାଗ ଛାଡ଼ିଯାଇଛି। ଉତ୍ତର-ପଶ୍ଚିମ ପଟୁ ଥଣ୍ଡା ପବନ ବହିବା ପ୍ରଭାବରେ ରାତି ତାପମାତ୍ରା ହ୍ରାସ ପାଇବ। ଫଳରେ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ରାଜ୍ୟରେ ବର୍ଷା ପାଇଁ ବଢିଲା ଶୀତ

ରାଜ୍ୟରେ ବର୍ଷା ପାଇଁ ବଢିଲା ଶୀତ

ବାତ୍ୟା ଲ୍ୟାଣ୍ଡଫଲ୍‌ ପରର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ଓଡ଼ିଶାରେ ଘଣ୍ଟା ପ୍ରତି ୨୫ରୁ ୩୦ କିମି ବେଗରେ ପବନ ସାଙ୍ଗକୁ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି।ଅଦିନିଆ ବର୍ଷାରେ ହଠାତ୍ ବଢିଗଲା ଥଣ୍ଡା ।

କାଲିଠୁ କମିବ ତାପମାତ୍ରା ବଢିବ ଶୀତ

କାଲିଠୁ କମିବ ତାପମାତ୍ରା ବଢିବ ଶୀତ

ଦୁଇଦିନ ହେବ ରାଜ୍ୟରେ କୋହଲା ପାଗ ଲାଗି ରହିଛି। ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

ବଡ଼ଦିନରେ କମିବ ଶୀତ, ନୂଆବର୍ଷକୁ ଥରାଇବ

ବଡ଼ଦିନରେ କମିବ ଶୀତ, ନୂଆବର୍ଷକୁ ଥରାଇବ

ରାଜ୍ୟରେ ଶୀତ ପ୍ରବାହ ଜାରି ରହିଥିଲେ ସୁଦ୍ଧା ରାତି ତାପମାତ୍ରା ସାମାନ୍ୟ ବଢ଼ିଛି। ଦୁଇ ଦିନ ତଳେ ଜି.ଉଦୟଗିରିର ତାପମାତ୍ରା ୫ ଡିଗ୍ରିକୁ ଖସିଯାଇଥିବା ବେଳେ ଗତରାତିରେ ଏଠାରେ ୬.୪ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି।

ରାଜ୍ୟରେ ଆହୁରି ୫ ଦିନ ଜାରି ରହିବ ଶୀତର ପ୍ରକୋପ

ରାଜ୍ୟରେ ଆହୁରି ୫ ଦିନ ଜାରି ରହିବ ଶୀତର ପ୍ରକୋପ

ଦ୍ବୈତନଗରୀ କଟକ ଓ ଭୁବନେଶ୍ବରରେ ମଧ୍ୟ ଶୀତ ପ୍ରକୋପ ଅନୁଭୂତ ହେଉଛି। ଗତରାତିରେ କଟକରେ ସର୍ବନିମ୍ନ ତାପମାତ୍ରା ୧୪.୮ ଡିଗ୍ରି ଓ ଭୁବନେଶ୍ବରର ୧୪ ଡିଗ୍ରି ରହିଥିଲା। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ତାପମାତ୍ରା ଏହିଭଳି ରହିବ।

ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଶୀତ ସହାୟତା ପାଇବେ ହିତାଧିକାରୀ

ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଶୀତ ସହାୟତା ପାଇବେ ହିତାଧିକାରୀ

ଡିସେମ୍ବର ପହିଲା ସୁଦ୍ଧା ସବୁ ହିତାଧିକାରୀଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଲେଖାଏ ଶୀତ ସହାୟତା ଭାବରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଜିଠୁ ରାଜ୍ୟରେ ବଢିବ ଶୀତ

ଆଜିଠୁ ରାଜ୍ୟରେ ବଢିବ ଶୀତ

ଉପକୂଳ, ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଆସନ୍ତା ୩ ଦିନ ଅର୍ଥାତ ୨୬ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା କମିବ। ଉପକୂଳରେ ୩ ଡିଗ୍ରି କମିବା ବେଳେ ଦକ୍ଷିଣ ଆଭ୍ୟନ୍ତରରେ ପ୍ରାୟ ୧.୫ ଡିଗ୍ରି କମିପାରେ।