ଶୀତଦିନେ ହାତକୁ କିପରି ରଖିବେ ନରମ? ଜାଣନ୍ତୁ କିଛି ଘରୋଇ ଉପଚାରENO BeuroDecember 13, 2018 by ENO BeuroDecember 13, 20180490 ଶୀତ ଦିନରେ ଥଣ୍ଡା ପବନ ଦ୍ଵାରା ଚର୍ମ ନରମ ହୋଇଥାଏ। ଚର୍ମ ନରମ ହୋଇ ଯିବାରୁ ତାହା ଶୁଷ୍କ ହୋଇଯାଏ। ଶୀତଦିନେ ପାଦ, ଓଠ ଫାଟିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଘରୋଇ ଉପାୟ
ଶୀତରେ ଗୋଡ଼ ଫାଟୁଛିକି ? ଜାଣିରଖନ୍ତୁ ଏହି ସମସ୍ୟା ଦୂର କରିବାପାଇଁ କିଛି ଟିପ୍ସENO BeuroNovember 29, 2018November 29, 2018 by ENO BeuroNovember 29, 2018November 29, 20180641 ଏବେ ଚାଲିଛି ଶୀତଋତୁ। ଏହି ଋତୁରେ ଅନେକ ଲୋକଙ୍କ ଗୋଡ ଫାଟିବା ସମସ୍ୟା ଦେଖାଦେଇଥାଏ। ଗୋଡ଼ ଫାଟିବା ଦ୍ଵାରା ଲୋକମାନେ ଚାଲିବା ବୁଲିବାରେ ଅସୁବିଧା ଭୋଗ କରନ୍ତି। ଏହାସହ ଗୋଡ଼ ମଧ୍ୟ ଅସୁନ୍ଦର ଦେଖାଦିଏ।
ଶୀତରେ ଥରୁଛି ସାରା ଓଡ଼ିଶାENO BeuroJanuary 6, 2018 by ENO BeuroJanuary 6, 20180124 କୁହୁଡ଼ି ପରିମାଣ ବେଶି ନ ଥିଲେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ସାରା ଓଡିଶା ରେ । ଲୋକେ ନିଆଁ ଜାଳି ଦିପ୍ରହର ଯାଏ ବସି ରହୁଛନ୍ତି। ଭୋର ସମୟରେ ଅଧିକ ଶୀତ ଅନୁଭୂତ