Tag Archives: winter days

Archives

  • ଶୀତରେ ଥରୁଛି ସାରା ଓଡ଼ିଶା

    କୁହୁଡ଼ି ପରିମାଣ ବେଶି ନ ଥିଲେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ସାରା ଓଡିଶା ରେ । ଲୋକେ ନିଆଁ ଜାଳି ଦିପ୍ରହର ଯାଏ ବସି ରହୁଛନ୍ତି। ଭୋର ସମୟରେ ଅଧିକ ଶୀତ ଅନୁଭୂତ ହେଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ , ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଶୀତ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ତାପମାତ୍ରା ...