Loading...

ରାଜ୍ୟରେ ବାତ୍ୟା ପାଇଁ ବଢିବନି ଶୀତ, ଜାନୁଆରୀ ଶେଷ ସପ୍ତାହରୁ ଗରମ ଆରମ୍ଭ ହେବାନେଇ ଅନୁମାନ କରୁଛି ପାଣିପାଗ ବିଭାଗ

ରାଜ୍ୟରେ ବାତ୍ୟା ପାଇଁ ବଢିବନି ଶୀତ, ଜାନୁଆରୀ ଶେଷ ସପ୍ତାହରୁ ଗରମ ଆରମ୍ଭ ହେବାନେଇ ଅନୁମାନ କରୁଛି ପାଣିପାଗ ବିଭାଗ

ଚଳିତ ବର୍ଷ ପୂର୍ବ ଦିଗରୁ ବାୟୁ ପ୍ରବାହ ଜାରି ରହିଥିବାରୁ ରାଜ୍ୟରେ ପାରଦ ତଳମୁହଁା ହେଉନାହିଁ। ତେଣୁ ଚଳିତ ବର୍ଷ ଆଉ ହାଡ଼ଭଙ୍ଗା ଶୀତ ହେବ ନାହିଁ। ଜାନୁୟାରୀ ଶେଷ ସପ୍ତାହରୁ ଗରମ ଆରମ୍ଭ ହୋଇଯିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି।

୨୦ ଡିଗ୍ରି ତଳକୁ ଖସିଲାଣି ଓଡିଶାର ତାପମାତ୍ରା, ଆହୁରି କମିବାନେଇ ଆଶା କରୁଛି ପାଣିପାଗ ବିଭାଗ

୨୦ ଡିଗ୍ରି ତଳକୁ ଖସିଲାଣି ଓଡିଶାର ତାପମାତ୍ରା, ଆହୁରି କମିବାନେଇ ଆଶା କରୁଛି ପାଣିପାଗ ବିଭାଗ

ଓଡ଼ିଶାକୁ ଛୁଇଁଛି ପହିଲି ଶୀତ । ପାରଦ ଖସିବା ସହ ଧୀରେ ଧୀରେ ବଢୁଛି ଶୀତ । ଶୀତ ସହ ଦୃଶ୍ୟମାନ ହେଉଛି ଘନ କୁହୁଡି ।

ରାଜ୍ୟରେ ପଡିଲାଣି ଶୀତ, ଆହୁରି କମିବାନେଇ ସୂଚନା ଦେଲା ପାଣିପାଗ ବିଭାଗ

ରାଜ୍ୟରେ ପଡିଲାଣି ଶୀତ, ଆହୁରି କମିବାନେଇ ସୂଚନା ଦେଲା ପାଣିପାଗ ବିଭାଗ

ଓଡିଶା ମାଟିକୁ ଛୁଇଁଲାଣି ପହିଲି ଶୀତ । ଅନେକ ସ୍ଥାନରେ ଖସିବାରେ ଲାଗିଛି ରାତିର ତାପମାତ୍ରା । ସେପଟେ ପହିଲି ଶୀତର ପହିଲି କୁହୁଡ଼ି ମଧ୍ୟ ଧଳା ଚାଦର ହୋଇ ପ୍ରକୃତି ମାଆକୁ ଧୀରେ ଧୀରେ ଘୋଡ଼ାଇବାକୁ ଚେଷ୍ଟା କରୁଛି।

ଆଗାମୀ କିଛି ଦିନ ପାଇଁ ରାଜ୍ୟରେ ପୁଣି ବଢିବ ତାପମାତ୍ରା

ଆଗାମୀ କିଛି ଦିନ ପାଇଁ ରାଜ୍ୟରେ ପୁଣି ବଢିବ ତାପମାତ୍ରା

ରାଜ୍ୟରେ ଏବେ ଦିନ ତାପମାତ୍ରା ଅଧିକ ରହିଥିବା ବେଳେ ରାତିରେ ବିଶେଷ ଶୀତ ନାହିଁ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାପମାତ୍ରା ଜାରି ରହିବ। ଏହା ପରବର୍ତୀ ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ।

ଖସୁଛି ତାପମାତ୍ରା, ୧୨ ଡିଗ୍ରି ତଳେ ୪ ସହର ତାପମାତ୍ରା

ଖସୁଛି ତାପମାତ୍ରା, ୧୨ ଡିଗ୍ରି ତଳେ ୪ ସହର ତାପମାତ୍ରା

ରାଜ୍ୟରେ ଏବେ ଶୀତ ପଡ଼ିବା ଆରମ୍ଭ ହୋଇଯାଇଥିବା ବେଳେ କୁହୁଡ଼ି ମଧ୍ୟ ଦେଖାଗଲାଣି। ଗତକାଲି ରାତିରେ ରାଜ୍ୟର ୮ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଥିଲା। ଏଥିସହ ୪ ସହରର ପାରଦସ୍ତର ୧୨ ତଳକୁ ଖସିଛି।