Loading...

ରାଜ୍ୟରେ କମୁଛି ଶୀତର ପ୍ରକୋପ, ନୂଆ ବର୍ଷରେ ନାହିଁ ଶୀତ

ରାଜ୍ୟରେ କମୁଛି ଶୀତର ପ୍ରକୋପ, ନୂଆ ବର୍ଷରେ ନାହିଁ ଶୀତ

ରାଜ୍ୟରେ ଶୀତର ପ୍ରଭାବ କମିବାରେ ଲାଗିଛି । ନୂଆବର୍ଷରେ ରହିବନି ଶୀତର ପ୍ରଭାବ। ଜାନୁଆରୀ ମାସର ପ୍ରଥମ ସପ୍ତାହରେ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ରାଜ୍ୟରେ ବିଶେଷ ଶୀତ ଅନୁଭୁତ ହେବନି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଗୁରୁଚାପ ପ୍ରଭାବରେ କମୁଛି ଶୀତ, ପ୍ରବଳ କୁହୁଡ଼ି

ଗୁରୁଚାପ ପ୍ରଭାବରେ କମୁଛି ଶୀତ, ପ୍ରବଳ କୁହୁଡ଼ି

ରାଜ୍ୟରେ ଶୀତର ପ୍ରକୋପ କମିଛି । ବାୟୁମଣ୍ଡଳର ତଳ ଭାଗରେ ପ୍ରବାହିତ ସାମୁଦ୍ରିକ ବାୟୁ ପ୍ରଭାବରେ ଶୀତ କମିଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ।

ଅସହ୍ୟ ଥଣ୍ଡାରେ ଅସ୍ତବ୍ୟସ୍ତ କୋରାପୁଟ

ଅସହ୍ୟ ଥଣ୍ଡାରେ ଅସ୍ତବ୍ୟସ୍ତ କୋରାପୁଟ

ସାରା ରାଜ୍ୟରେ ଏବେ ଅସହ୍ୟ ଥଣ୍ଡା । ଗତ କିଛି ଦିନ ହେବ ଏମିତି ଜାଡ଼ ହେଉଛି ଯେ ସକାଳେ ଓ ସନ୍ଧ୍ୟାରେ ଘରୁ ବାହାରିବା ମୁସ୍କିଲ୍ । ଆସନ୍ତା ୩ ଦିନରେ ପାରଦ ଆହୁରି ୩ ଡିଗ୍ରୀ ଖସିପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

ଥରିବ ଓଡିଶା,  ୩ ଦିନରେ ୩ ଡିଗ୍ରି କମିବ ତାପମାତ୍ରା

ଥରିବ ଓଡିଶା, ୩ ଦିନରେ ୩ ଡିଗ୍ରି କମିବ ତାପମାତ୍ରା

ରାଜ୍ୟରେ ରବିବାର ସଂଧ୍ୟାରୁ ଶୀତ ପଡ଼ିବା ଆରମ୍ଭ ହୋଇଛି। ଆସନ୍ତା ୨ରୁ ୩ ଦିନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ପାରଦସ୍ତରରେ ହ୍ରାସ ଦେଖାଯିବ। ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଥଣ୍ଡା ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପୁଣି ଫେରିବ ଶୀତ

ପୁଣି ଫେରିବ ଶୀତ

ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୫ ଡିଗ୍ରୀ କମିବ । ଶୁକ୍ରବାର ଦାରିଙ୍ଗିବାଡ଼ିରେ ପାରଦ ୯.୫ ଡିଗ୍ରୀ ଥିଲା ।