Tag Archives: women brunt alive in anugul

Archives

  • ଅନୁଗୁଳ:ବୃଦ୍ଧାଙ୍କୁ ଜିଅନ୍ତା ଜାଳି ଦେଲେ

    ଜମି ପାଇଁ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଛି। ଏଭଳି ଏକ ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ନାଲକୋ ଫାଣ୍ଡି ଅନ୍ତର୍ଗତ ବଳରାମପ୍ରସାଦର ଏକ ଗାଁରୁ। ଘର ଭିତରେ ଏକୁଟିଆ ଥିବା ଜଣେ ମହିଳାଙ୍କୁ ବାହାର ପଟୁ କବାଟ ଦେଇ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି କତେକ ଦୁର୍ବୃତ୍ତ। ଫଳରେ ଘର ଭିତରେ ଜିଅନ୍ତା ଜଳି ଯାଇଛନ୍ତି ମହିଳା ଜଣକ। ଏହି ଖବର ପ୍ରଚାରିତ ...