Tag Archives: women harasament in kendrapara

Archives

  • ଗାଈ ଫସଲ ଖାଇଲା ବୋଲି ମହିଳାଙ୍କୁ ଗଛରେ ବାନ୍ଧି ପିଟିଲେ!

    ନିଜର ଗାଈ ପଡ଼ିଶା ଘର ବାଡ଼ିରେ ପଶିଗଲା। ଏଥିପାଇଁ ଗାଈ ପାଳିଥିବା ପରିବାରର ଜଣେ ମହିଳାଙ୍କୁ ଦିଆଗଲା ଅକଥନୀୟ ନିଯ୍ୟାତନା। ତିନି ଘଣ୍ଟା ଧରି ତାଙ୍କୁ ଡହ ଡହ ଖରାରେ ବାନ୍ଧି ମାଡ଼ ମରାଗଲା। ଏଭଳି ଲୋମଟାଙ୍କୁରା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କୋଇଲିପୁର ପଞ୍ଚାୟତ କାଙ୍କଦିଆ ଗାଁରେ ଘଟିଥିବା ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ...