Tag : women newsanchor commit suicide

News

ନ୍ୟୁଜ୍‌ ଚ୍ୟାନେଲର ଖବର ଉପସ୍ଥାପିକାଙ୍କ ଆତ୍ମହତ୍ୟା!

ENO Beuro
ହାଇଦ୍ରାବାଦର ଏକ ନ୍ୟୁଜ ଚ୍ୟାନେଲର ଆଙ୍କର ରାଧିକା ରେଡ୍ଡୀ ୫ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ରାଧିକା ନିଜ ପିତାମାତାଙ୍କ ସହିତ ଘରେ ରହୁଥିଲେ। ଏହି ଘଟଣାଟି ରବିବାର ରାତି ୧୦.୪୦ରେ ଘଟିଛି।