ନ୍ୟୁଜ୍ ଋଷର ଆକ୍ରମଣ ଆଶଙ୍କା ମଧ୍ୟରେ ୟୁକ୍ରେନରୁ ଭାରତୀୟଙ୍କୁ ସ୍ବଦେଶ ଫେରିବାକୁ କହିଲା ଦୂତାବାସ 15 Feb, 2022 9 mins read 1,296 views ଋଷର ୟୁକ୍ରେନ ଉପରେ ଆକ୍ରମଣର ଆଶଙ୍କା ମଧ୍ୟରେ ସେଠାରେ ଥିବା ଭାରତୀୟ ଦୂତାବାସ ଭାରତୀୟଙ୍କୁ, ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛି।