Loading...

ଦିଲ୍ଲୀ ପ୍ରଦୂଷଣ ପାଇଁ ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ !!

ଦିଲ୍ଲୀ ପ୍ରଦୂଷଣ ପାଇଁ ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ !!

ବିଶ୍ଵକପର ଆଗାମୀ ମ୍ୟାଚ ଦିଲ୍ଲୀରେ ହେବାକୁ ଯାଉଛି  । ଆଉ ଏଥିରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଶ୍ରୀଲଙ୍କା ଓ ବାଂଲାଦେଶ। ଏହି ମ୍ଯାଚ ନଭେମ୍ବର ୬ରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଏବେ ବଡ ପ୍ରଶ୍ନ କଣ ଦିଲ୍ଲୀ ପ୍ରଦୂଷଣ ପାଇଁ ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ !!

ଆଜିଠୁ କ୍ରିକେଟ ବିଶ୍ବକପ, ପ୍ରତିଯୋଗିତାରେ ବିଶ୍ବର ଶ୍ରେଷ୍ଠ ୧୦ ଦଳ

ଆଜିଠୁ କ୍ରିକେଟ ବିଶ୍ବକପ, ପ୍ରତିଯୋଗିତାରେ ବିଶ୍ବର ଶ୍ରେଷ୍ଠ ୧୦ ଦଳ

କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଲାଗି କ୍ଷେତ୍ର ପ୍ରସ୍ତୁତ ା ବିସିସିଆଇ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହି କ୍ରିକେଟ ମହାକୁମ୍ଭ।

ହକି ବିଶ୍ୱକପ୍  ଭାରତର ବିଶ୍ୱକପ୍ ଅଭିଯାନ

ହକି ବିଶ୍ୱକପ୍ ଭାରତର ବିଶ୍ୱକପ୍ ଅଭିଯାନ

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଲା ଭାରତ । ବିଜୟରୁ ଆରମ୍ଭ ହେଲା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ । ପ୍ରଥମ ମ୍ୟାଚରେ ସ୍ପେନକୁ ୨-୦ ଗୋଲରେ ମାତ୍ ଦେଇଛି ଭାରତ । ହୋମ ଗ୍ରାଉଣ୍ଡରେ ଆଜି ଦେଶ ପାଇଁ ପ୍ରଥମ ଗୋଲ୍ ସ୍କୋର କରିଥିଲେ ଓଡ଼ିଆ ଖେଳାଳି ତଥା ଟିମ୍ ଇଣ୍ଡିଆ ଉପଅଧିନାୟକ ଅମିତ ରୋହିଦାସ ।