Loading...

ଜାଲିଆନାଓ୍ବାଲା ବାଗ ହତ୍ୟାକୁ ୧୦୩ ବର୍ଷ

ଜାଲିଆନାଓ୍ବାଲା ବାଗ ହତ୍ୟାକୁ ୧୦୩ ବର୍ଷ

୧୯୧୯ ଏପ୍ରିଲ ୧୩ ଆଜିର ଦିନ । ୧୦୩ ବର୍ଷ ପୂର୍ବେ ଭାରତ ମାଟିରେ ଜାଲିଆନାଓ୍ବାଲା ବାଗରେ ଇଂରେଜ ଚରିଥିଲେ ଗଣହତ୍ୟା । ୧୦ ମିନିଟରେ ଚିରଦିନ ପାଇଁ ଶୋଇ ଯାଇଥିଲେ ୩୭୯ ଜଣ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ।

‘ଯୋଗୀ ଜିତିଲେ, ଭାରତ ଛାଡ଼ିଦେବି': ଅଭିନେତା କମାଲ ରସିଦ ଖାନ

‘ଯୋଗୀ ଜିତିଲେ, ଭାରତ ଛାଡ଼ିଦେବି': ଅଭିନେତା କମାଲ ରସିଦ ଖାନ

ନିର୍ବାଚନୀ ମାହୋଲରେ KRK ନେତାମାନଙ୍କ ଉପରେ ନିଜର ଆକ୍ରମଣାତ୍ମକ ବୟାନ ଜାରି ରଖିଛନ୍ତି। ଏବେ ସେ ଜୋସ୍‌ରେ ଆସି ଏହା କହି ଦେଇଛନ୍ତି କି, ଯଦି ୟୁପିରେ ଯୋଗୀ ଜିତନ୍ତି, ତେବେ ସେ ସବୁଦିନ ପାଇଁ ଭାରତ ଛାଡ଼ି ଦେବେ।