ରୋଷେଇ ଆଜିର ରନ୍ଧାବଢାରେ ଆମେ ଶିଖିବା "ଦହି ବାଇଗଣ" 12 Dec, 2022 10 mins read 257 views ଆମର ନିତିଦିନିଆ ଖାଦ୍ୟରେ ଅନେକ ପନିପରିବା ଭିତରେ ବାଇଗଣର ଚାହିଦା ସବୁଠୁ ଅଧିକ। ଡାଲମା, ତରକାରୀ, ଶାଗ ଆଦିରେ ସହ ବାଇଗଣ ପଡ଼େ । ଆଜି ଆମେ ବାଇଗଣକୁ ନେଇ ଆଉ ଗୋଟିଏ ‘ଦହି ବାଇଗଣ’ ର ପ୍ରସ୍ତୁତି ଶିଖିବା।