Tag : young astronauts will go to isro

News

ଇସ୍ରୋ ଯିବେ ଓଡିଶାର ୨୦ ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀ

Ratnamani Moharana
ଇସ୍ରୋ  ଯିବେ ଓଡିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ। ଟାଟାଷ୍ଟିଲ ପକ୍ଷରୁ ୨୦୧୯-୨୦ ପାଇଁ ୟଙ୍ଗ ଆଷ୍ଟ୍ରୋନମର ଟ୍ୟାଲେଣ୍ଟ ସର୍ଚ୍ଚ  ଅଭିଯାନ ଆରମ୍ଭ ହୋଇଛି। ଆଜି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।