ନ୍ୟୁଜ୍ ଆଜି ବିଶ୍ବରେ ଚାଲିଲାନି Youtube 13 Apr, 2022 10 mins read 349 views ସାରା ବିଶ୍ବରେ ବୁଧବାର ବାଧାପ୍ରାପ୍ତ ହୋଇଥିଲା ଗୁଗୁଲ ମାଲିକାନା ୟୁଟ୍ୟୁବ । ଫଳରେ ଉପଭୋକ୍ତା ୟୁଟ୍ୟୁବରେ ଲଗଇନ ଠାରୁ ଆରମ୍ଭ କରି ଭିଡିଓ ଦେଖିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ ।