EnewsOdia.Com

ଦେଖୁ ଦେଖୁ ଭାଇରାଲ ହୋଇଗଲା ଛୋଟେ ନଓ୍ଵାବ୍‌ଙ୍କର ଏହି ଲାଟେଷ୍ଟ ଫଟୋ

ସୈଫ ଅଲ୍ଲୀ ଖାନ୍‌ ଓ କରୀନା କପୁର ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ବଲିଉଡ୍‌ର ସବୁଠାରୁ ପପୁଲାର୍‌ ଷ୍ଟାର୍‌ କିଡ୍‌ସଙ୍କ ମଧ୍ୟରୁ ଜଣେ। ତାଙ୍କ ଫଟୋ ଏବଂ ଭିଡିଓ ଯେତେବେଳେ ଇଣ୍ଟରନେଟ୍‌ରେ ଆସିଥାଏ, ଦେଖୁ ଦେଖୁ ଭାଇରାଲ ହୋଇଯାଏ।  ଏବେ ଇନ୍‌ଷ୍ଟାଗ୍ରାମରେ therealkareenakapoor ଆକାଉଣ୍ଟରୁ ତୈମୁରଙ୍କର ଏକ ଫଟୋ ପୋଷ୍ଟ କରାଯାଯାଇଛି, ଯେଉଁଥିରେ ତୈମୁର କୌଣସି ଏକ ପଶୁ ଭଳି ଫେସ୍‌ ମେକ୍‌ଅପ ନେଇଛନ୍ତି। ଏହି ଫେସ୍‌ରେ ସେ ବହୁତ କ୍ୟୁଟ୍‌ ଲାଗୁଛନ୍ତି।

ଏହି ଫଟୋକୁ ଶେୟାର କରାଯାଇ କ୍ୟାପ୍‌ସନ ଲେଖାଯାଇଛି। ‘ଟିମ୍‌ ଟିମ୍‌’ ଏବଂ ଏହା ଆଗରେ ଲଭ୍‌ ଇମୋଜି ମଧ୍ୟ ଦିଆଯାଇଛି। ଫଟୋରେ ତୈମୁର ବ୍ଲୁ ଲୁକ୍‌ରେ ନଜର ଆସୁଛନ୍ତି। ତେବେ ଏହି ଫଟୋ କରଣ ଜୋହରଙ୍କର ଟୁଇନ୍ସ ୟଶ୍‌ ଓ ରୁହିଙ୍କ ପ୍ରି-ବାର୍ଥ ଡେ’ ସେଲିବ୍ରେଶନ ସମୟର ବୋଲି ଅନୁମାନ କରାଯାଉଛି।

 

ପଢନ୍ତୁ: କେବଳ ଅନୀଲ କପୁର ନୁହଁନ୍ତି, ଅନେକ କଳାକାରଙ୍କ ଫଟୋ ଦାଉଦ ସହ

ସମ୍ବନ୍ଧିତ ଖବର

ଦିଲ୍ଲୀ ଏନସିଆରରେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା, ମାସ୍କ ବିନା ଘରୁ ବାହାରିବା କଷ୍ଟକର

Ratnamani Maharana

ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡିଆ ଝିଅ

Ratnamani Maharana

ବଜାରକୁ ଆସୁଛି ହୋଣ୍ଡାର ଆକ୍ଟିଭା ୬ ଜି

Ratnamani Maharana

୩ ଦିନ ମାଗଣାରେ ତାଜମହଲ ବୁଲିବାର ସୁଯୋଗ

Ratnamani Maharana

ଡରାଇଲାଣି ଫାଶୀ, ଦୋଷୀ ବିନୟ ଶର୍ମାର ଆତ୍ମହତ୍ୟା ଉଦ୍ୟମ

Ratnamani Maharana

ଫାଶୀରୁ ବର୍ତ୍ତିବା ପାଇଁ ନିର୍ଭୟ ଦୋଷୀଙ୍କ ଗଳାବାଟ

Ratnamani Maharana