Celebs News

ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ ମା କରିନାଙ୍କ ସହ ଡେବ୍ୟୁ କରିବେ ତୈମୁର୍ ଖାନ

ତୈମୁର୍ ଖାନକୁ ବା କିଏ ନଜାଣେ। ନିୟୁଜ ଠୁ ଆରମ୍ଭ କରି ସୋସିଆଲ ମିଡିଆରେ କେବଳ ତୈମୁର୍ ଖାନଙ୍କୁ ଦେଖିବାକୁ ମିଳିଥାଏ। ସେଫ ଅଲି ଖାନ ଓ କରିନା କପୁରଙ୍କ ଏକମାତ୍ର ସନ୍ତାନ ତୈମୁର୍। ତେବେ ସେ ବାପା ମାଙ୍କ ଅପେକ୍ଷା ନିଜ କିଉଟ ନେସ  ପାଇଁ ଛୋଟବେଳୁ ବେଶ ପରିଚିତ। ‘ଗୁଡ୍‌ ନ୍ୟୁଜ୍‌’  ଚଳଚ୍ଚିତ୍ରରେ କରିନା କପୁର ଖାନ୍‌, ଅକ୍ଷୟ କୁମାର, ଦିଲଜିତ୍‌ ଦୋସାନ୍‌ଝ ଓ କିଆରା ଆଡ଼ଭାନୀ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାବେଳେ ଏହି ଫିଲ୍ମ ରେ ଦେଖିବାକୁ ମିଳିବେ ତୈମୁର୍। ହି ଫିଲ୍ମରେ ମାତ୍ର ୧୦ ମିନିଟ୍‌  ପାଇଁ ରୋଲ୍‌ କରିବେ।

 

ତେବେ ସୋସିଆଲ ମିଡିଆରେ ତୈମୁରର୍ଙ୍କୁ ଯେତିକି ଭଲପାଇବା ମିଳିଛି ତାଙ୍କ ଫିଲ୍ମରେ ମଧ୍ୟ ସେତିକି ଭଲପାଇବା ଦେବେ ବୋଲି ଆଶା କରିଛନ୍ତି କରିନା କପୁର। ଚଳିତ ବର୍ଷ ସେପଟେମ୍ବର  ମାସ ଏହି ଫିଲ୍ମ ମୁକ୍ତିଲାଭ କରିବାନେଇ ସୂଚନା ରହିଛି।
ପଢନ୍ତୁ: ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କର ସୋସିଆଲ ମିଡିଆରେ ଫୋଟୋ ହେଲା ଭାଇରାଲ

Related posts

Akshay Kumar Parija – A Passionate Promoter Of Odia Culture

Jitendra

After A Long Distance Odia Actor Bobby Mishra Again In Ollywood

Jitendra

Sushant Mani,  The Name Itself Enough To Create Some Meaning

Jitendra

Leave a Comment