EnewsOdia.Com

ସୁନା ଗହଣା, ହୀରା କିଣିବା ବେଳେ 4c ସହ ଧ୍ୟାନ ଦିଅନ୍ତୁ ଏହି ବିଷୟରେ

ନାରୀମାନଙ୍କୁ ଅଳଙ୍କାର ଓ ଗହଣା ବେଶ୍ ପସନ୍ଦ । ଧନତରାସ୍, ଅକ୍ଷୟ ତୃତୀୟା ଓ ଅନ୍ୟ ସମୟରେ ମହିଳାମାନେ ସୁନାଗହଣ କ୍ରୟ କରିଥାଆନ୍ତି । ମାତ୍ର ସୁନା ରୂପା, ହୀରା , ମୋତି କିମ୍ବା ଅନ୍ୟ କୌଣସି ଗହଣା କିଣିବା ସମୟରେ 4c , Carat, Colour, Clarity, and Cut. କ୍ୟାରଟ, କଲର, କ୍ଲାରିଟି ଓ କଟ୍‌ ଉପରେ ନଜର ଦେବା ଆବଶ୍ୟକ । ସୁନା କିଣିବା ସମୟରେ ଏହା ୨୪ କ୍ୟାରେଟ୍‌, , ୨୨, ୧୮, ୧୫ କିମ୍ବା ୫ କେତେ କ୍ୟାରେଟ୍‌ର ତାହା ନିଶ୍ଚୟ ଭାବେ ଜାଣିବେ । ବିଆଇଏସ୍‌ ହଲମାର୍କକୁ ସୁନିଶ୍ଚିତ କରିବେ ।
ବାହାଘର ବି ବିବାହ ଉତ୍ସବ ସମୟରେ ଅଧିକାଂଶ ଲୋକ ସୁନା ଗହଣା କିଣିଥାଆନ୍ତି। ଏହି ସମୟରେ ଆପଣ କାଜୁଆଲ୍‌ କି ପାରମ୍ପରିକ । ଡିଜିଇନ୍‌ର ଗହଣା କିଣିବେ ସେ ପ୍ରତି ଦୃଷ୍ଟି ଦିଅନ୍ତୁ ।

୧) କେଉଁ ଗହଣା ଆପଣଙ୍କ ଚେହେରାକୁ ସୁଟ୍‌ କରିବ ତାହା ଦେଖନ୍ତୁ । ବେଶୀ ବଡ କି ବେଶୀ ସାନ ଡିଜାଇନ୍‌ ଗହଣା କିଣନ୍ତୁ ନାହିଁ ।ବେଳେ ବେଳେ ଗହଣା କିଣିବା ବେଳେ ମୂଲ୍ୟ ଓ ଡିଜାଇନ୍‌କୁ ନେଇ ଅନେକ ଶଙ୍କାରେ ରହିଥାଆନ୍ତି ।

 

୨) ବିଭିନ୍ନ ଜେମ୍‌ ଷ୍ଟୋନ କିଣିବା ସମୟରେ ଏହାର ରଙ୍ଗ, ପଥରର କଟା ଓଜନ ପ୍ରତି ଧ୍ୟାନ ଦିଅନ୍ତିୁ । ସାଧାରଣତଃ ହୀରା, ନୀଳା, ମୋତି , ନୀଳା, ଟ୍ରରମାଲାଇନ୍‌, ଟ୍ରାଞ୍ଜାଇଟ୍‌. କାବଚୋନ , ରୁବି ଇତ୍ୟାଦି କିଣିଥାଆନ୍ତି ।

 

୩) ସୁନାଗହଣାପ ସୁଦ୍ଧତା . ଏଥିରେ ଥିବା ହଲ୍‌ମାର୍କ ,ବିଆଇଏସ୍‌ ଷ୍ଟାଣ୍ଡାର୍ଡ ,ଲୋଗ ପ୍ରତି ଧ୍ୟାନ ଦିଅନ୍ତୁ । କେଉଁ ଲାବୋରେଟୋରୀରୁ ଏହାକୁ ପରୀକ୍ଷା କରାଯାଇଛି ତାହା ଦେଖନ୍ତୁ ।

୪) ହୀରା କିଣୁଥିବା ବେଳେ ଏହାର ରଙ୍ଗ, ଶୁଦ୍ଧତା, କ୍ୟାରଟ୍‌ , ଓଜନ ଏହାକ ସେପ୍‌ ବା ଆକାପ, କଟ୍‌ , ରଙ୍ଗର ଗ୍ରେଡ୍‌, ପରିଷ୍କାର ବା କ୍ଲାରିଟି ଗ୍ରେଡ୍‌ ଓ ଫ୍ଲୋରୋସିନ୍‌ ପ୍ରତି ଧ୍ୟାନ ଦିଅନ୍ତୁ ।

ପଢନ୍ତୁ: ତ୍ୱଚା ସମସ୍ୟାକୁ ଦୂର କରି ଚେହେରାକୁ ଚମକାଇବାରେ ସାହାଯ୍ୟ କରେ କର୍ପୂର 

ସମ୍ବନ୍ଧିତ ଖବର

ଶୀତ ଦିନେ କ’ଣ ପାଇଁ ମାଛ ଖାଇବା ଦରକାର? ଜାଣନ୍ତୁ ଏହାର ୭ଟି ଫାଇଦା

Ratnamani Maharana

ପୁରୁଣା ଖବରକାଗଜକୁ ଘରକରଣା କାମରେ ବ୍ୟବହାର କରନ୍ତୁ, ଜାଣନ୍ତୁ କିପରି

Ratnamani Maharana

ଶୀତ ଦିନ ଯାତ୍ରା ସମୟରେ ଏପରି କରନ୍ତୁ ନିଜ ତ୍ୱଚାର ସୁରକ୍ଷା

Ratnamani Maharana

ଅନେକ ରୋଗର ମହୋଷଧୀ ଏହି ଗଛର ପତ୍ର

Ratnamani Maharana

ଫୁଡ୍ ପଏଜନିଂ ହୋଇଥିଲେ କରନ୍ତୁ ଘରୋଇ ଉପାୟରେ ଚିକିତ୍ସା; ଜାଣନ୍ତୁ କିପରି

Ratnamani Maharana

ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ

Ratnamani Maharana