• Home
  • News
  • ଏବେ ମାତ୍ର ୩ ଦିନରେ ମିଳିବ ତତ୍କାଳ ପାସପୋର୍ଟ
News

ଏବେ ମାତ୍ର ୩ ଦିନରେ ମିଳିବ ତତ୍କାଳ ପାସପୋର୍ଟ

 ୩ ଦିନରେ ମିଳିବ ତତ୍କାଳ ପାସପୋର୍ଟ

ଏବେ ମାତ୍ର ୩ ଦିନରେ ମିଳିପାରିବ ତତ୍କାଳ ପାସପୋର୍ଟ । ସମ୍ପ୍ରତି ବୈଦେଶିକ ମନ୍ତ୍ରାଳୟ ତକ୍ରାଳ ପାସପୋର୍ଟ ପାଇଁ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ସତ୍ୟପାଠ ପ୍ରମାଣପତ୍ର ଉପରେ ବାଧ୍ୟତାମୂଳକ ହଟାଇ ଦେଇଛନ୍ତି । ଫଳରେ ତକ୍ରାଳ ପାସପୋର୍ଟ ଆବେଦନ କରିବାର ତୃତୀୟ ଦିନରେ ହିଁ ପାସପୋର୍ଟ ମିଳିଯିବ ।

ତେବେ ଏଥିପାଇଁ ଆଧାର କାର୍ଡ ସହ ଭୋଟର କାର୍ଡ, ପ୍ୟାନ୍‌ କାର୍ଡ, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ଜମାଖାତା, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଜନ୍ମ ପ୍ରମାଣପତ୍ର ଆଦି ମଧ୍ୟରୁ ଦୁଇଟି ପ୍ରମାଣପତ୍ର ଦେବାକୁ ପଡ଼ିବ ।

ସେହିପରି ଆବେଦନକାରୀଙ୍କ ନାଁରେ କୌଣସି ଆପରାଧିକ ମାମଲା ନ ଥିବାର ଶପଥପାଠ ପତ୍ର ମଧ୍ୟ ଦେବେ । ପାସପୋର୍ଟ ପ୍ରସ୍ତୁତ ପରେ ପୁଲିସ ନିକଟରୁ ମଧ୍ୟ ରିପୋର୍ଟ ମଗାଯିବ । ସୂଚନାଯୋଗ୍ୟ, ତତ୍କାଳ ପାସପୋର୍ଟ ଦେୟ ୩୫୦୦ ଓ ସାଧାରଣ ଦେୟ ମୂଲ୍ୟ ୧୫୦୦ ଟଙ୍କା ରହିଛି

ଏବେ ମାତ୍ର ୩ ଦିନରେ ମିଳିବ ତତ୍କାଳ ପାସପୋର୍ଟ passport

ପଢନ୍ତୁ ;

ଏକାଠି ନଜର ଆସିବେ ଏହି ଯୋଡି ୧୫ ବର୍ଷ ପରେ

Related posts

ଛାଡପତ୍ର ଭଳି ଜଟିଳ ସମସ୍ୟାର ସମାଧାନ କରିଛି ସର୍ବୋଚ୍ଚ ନ୍ୟାୟାଳୟ

Krishna Kumar Manoj

ଆଇପିଏଲ୍‌ରେ ବେଟିଂ ଅଭିଯୋଗ:ବଲିଉଡ ଅଭିନେତା ଅରବାଜଙ୍କୁ ଥାନେ ପୁଲିସର ସମନ୍

ରାଜ ଠାକରେ: ଏବେ ଦେଶକୁ ମୋଦି ମୁକ୍ତ କରିବାର ସମୟ ଆସିଛି,ସବୁ ବିପକ୍ଷ ଦଳକୁ ଏକାଠି ହେବା ଦରକାର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More