News Uncategorized

ରୋଡ୍ ଆକ୍ସିଡେଣ୍ଟରେ ହେବନି ମୃତ୍ୟୁ : ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ

ambani

ବାଇକ୍ ଚାଳକଙ୍କୁ ମୁକେଶ ଅମ୍ବାନୀଙ୍କ ଉପହାର ରୋଡ ଆକ୍ସିଡେଣ୍ଟରେ ହେବନି ମୃତ୍ୟୁ

 ବେପରୁହା ବାଇକ ଚାଳକଙ୍କ ପାଇଁ ପ୍ରତିଦିନ ହେଉଥିବା ଦୁର୍ଘଟଣାରେ ଭାରତରେ ପ୍ରତିଦିନ ୪୦୦ଲୋକଙ୍କ ମୃତ୍ୟୁ ଘଟୁଛି।ଏହାକୁ ଆଖିରେ ରଖି ନିକଟରେ ମୁକେଶ ଅମ୍ବାନୀ ଏକ ସୁରକ୍ଷିତ କିଟ୍ ଲଞ୍ଚ କରିଛନ୍ତି ଉକ୍ତ କିଟରେ ଚାଳକଙ୍କ ସୁରକ୍ଷା ପାଇଁ ଏକ ଜ୍ୟାକେଟ୍ ରହିଥିବାବେଳେ ମୁଣ୍ଡ, କାନ୍ଧ, କହୁଣୀ, ହାତକୁ ସୁରକ୍ଷା ଦେବା ପାଇଁ ଏକ ଗ୍ଲୋବ ମଧ୍ୟ ରହିଛି ।

ଏହି କିଟର ମୂଲ୍ୟ ୫୦ହଜାର ଟଙ୍କା ହୋଇଥିଲାବେଳେ ମୁକେଶ ଅମ୍ବାନୀ ଏହାକୁ ୧୨ ହଜାର ଟଙ୍କାରେ ଉପଲବ୍ଧ କରାଇବେ । ମୁକେଶ ଅମ୍ବାନୀଙ୍କ କମ୍ପାନୀଗୁଡିକ ସହିତ ଜଡିତ କର୍ମଚାରୀମାନେ ଏହି କିଟକୁ ଇଏମଆଇରେ ମଧ୍ୟ କିଣିପାରିବେ। ଏହି କିଟ ବ୍ୟବହାର ଫଳରେ  ଦୁର୍ଘଟଣାଜନିତ ମୃତ୍ୟୁହାର କମିବାର ଆଶା କରାଯାଉଛି।

ପଢନ୍ତୁ;ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଜାଣନ୍ତୁ ଏହି ସ୍ବତନ୍ତ୍ର ଅଫର ବିଷୟରେ

Related posts

ଫନି’ର ପ୍ରଭାବ ଆରମ୍ଭ: କୂଳ ଲଙ୍ଘୁଛି ସମୁଦ୍ର ଓ ଉଡିଗଲା ଶ୍ରୀମନ୍ଦିର ବାନା

Ratnamani Moharana

ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତିକ୍ଷାର ଅନ୍ତ : ସମ୍ବଲପୁର ଦେଇ ଗଡ଼ିଲା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ

ENO Beuro

ମେ ସୁଦ୍ଧା ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ମୁଦ୍ରା

Ratnamani Moharana

Leave a Comment