News

ତେଜପ୍ରତାପ ଯାଦବ ନିଖୋଜ !

tej

ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କଠାରୁ ବିବାହ ବିଛେଦ ପାଇଁ ଆବେଦନ କରିବାର  କିଛି ଦିନ ପରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କର ପୁଅ ତେଜପ୍ରତାପ ନିଖୋଜ ହୋଇଯାଇଛନ୍ତି ବୋଲି ମଙ୍ଗଳବାର ମିଡିଆରେ ରିପୋର୍ଟ ସାମ୍ନାକୁ ଆସିଥିଲା।

tej

ସୂଚନାଯୋଗ୍ୟ,ରାଞ୍ଚିରେ ଜେଲରେ ଥିବା ବାପା ଲାଲୁ ପ୍ରସାଦଙ୍କୁ ଭେଟି ତେଜ ପ୍ରତାପ ବିହାରର ରାଜଧାନୀ ପାଟନା ଫେରୁଥିଲେ। ଫେରନ୍ତା ରାସ୍ତାରେ ସେ ବୋଧଗୟାରେ ରାତ୍ରିଯାପନ ଲାଗି ଏକ ହୋଟେଲରେ ରହିଥିଲେ। ହୋଟେଲରେ ଥିବା ସମୟରେ ସେ ଫାନ୍‌ରେ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେବା ପରେ ହୋଟେଲ୍‌ ରୁମ୍‌ ଭିତରକୁ ପଶିଯାଇ ଭିତରୁ କବାଟ ବନ୍ଦ କରି ଦେଇଥିଲେ। ମଧ୍ୟାନ୍ନ ପରେ ସେ ଅଚାନକ ରୁମରୁ ଗାଏବ ହୋଇଗଲେ।

ଉଲ୍ଲେଖଯୋଗ୍ୟ,ଚଳିତ ବର୍ଷ ମେ ୧୨ ତାରିଖରେ ଆର୍‌ଜେଡି ନେତା ଚନ୍ଦ୍ରିକା ରାଏଙ୍କ ଝିଅ ସହ ତେଜପ୍ରତାପଙ୍କ ବିବାହ ହୋଇଥିଲା। ଏବେ ତେଜ ପ୍ରତାପ ଯାଦବ ପତ୍ନୀ ଐଶ୍ବର୍ଯ୍ୟା ରାୟଙ୍କଠାରୁ ଛାଡ଼ପତ୍ର ଚାହିଛନ୍ତି। ସେ ମଧ୍ୟ ଛାଡ଼ପତ୍ର ପାଇଁ ପାଟନା କୋର୍ଟରେ ଆବେଦନ କରି ସାରିଛନ୍ତି।।

ପଢନ୍ତୁ; ଆଜି ଆଲୋକର ପର୍ବ ଦୀପାବଳି,ଉତ୍ସବମୁଖର ହୋଇଉଠିଛି ପୂରପଲ୍ଲୀ

Related posts

ଇଦ୍‌ ଅବସରରେ ନମାଜ ପଢ଼ୁଥିବା ବେଳେ ଚଢ଼ିଗଲା କାର୍‌

Ratnamani Moharana

ଦୁନିଆର ଶ୍ରେଷ୍ଠ ପ୍ରଶଂସିତ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି

Ratnamani Moharana

୪ ଦିନ ବନ୍ଦ ରହିପାରେ ବ୍ୟାଙ୍କ

Ratnamani Moharana

Leave a Comment