News

ଏବେଠୁ ଅସହ୍ୟ କଲାଣି ଗରମ: ୨୨ରୁ ପୁଣି ବଢିବ ତାତି

ଗରମ ନୀତିଦିନିଆ ଜୀବନକୁ ଅସହ୍ୟ କରିଲାଣି। ସକଳ ୯ ଟାରେ ମଧ୍ୟ ଅସହ୍ୟ ତାତିରେ ବାହାରକୁ ବାହାରିବାକୁ ଲାଗୁଛି ଡର। କିଛିଦିନ ତଳେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଥିଲା କି ହେବ ବର୍ଷା। ଏହି ପୂର୍ବାନୁମାନ ଅନୁଯାଇ ହୋଇନଥିଲା ବର୍ଷା।  ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ସୂଚନା ଅନୁସାରେ, ରାଜ୍ୟରେ  ଆଉ ୨ ଦିନ ପର୍ଯ୍ୟନ୍ତ ପାଗ କୋହଲା ରହିବ। ୨୦ ଓ ୨୧ ତାରିଖରେ ଓଡିଶା ଉପରେ କାଳବୈଶାଖୀ ପ୍ରଭାବ ରହିବାକୁ ଥିବାରୁ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଭଳି କିଛି ଜିଲ୍ଲାରେ ଝଡବର୍ଷା ହୋଇପାରେ।

ତେବେ ପୁଣି ବଢିବ ତାତି। ଆସନ୍ତା ୨୨ ତାରିଖରୁ ରାଜ୍ୟରେ ତାପାମାତ୍ରା ପୁଣି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ।  ଏପରିକି କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପଢନ୍ତୁ: ହିଞ୍ଜିଳି ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ

Related posts

ଆକାଶ ପଥରେ ପୂର୍ବ ସହ ଯୋଡି ହେଲା ପଶ୍ଚିମ ଓଡିଶା

Ratnamani Moharana

ଗୁରୁଗ୍ରାମରେ ଭୁଶୁଡ଼ିଲା ୪ ମହଲା କୋଠା, ୬ରୁ ଅଧିକ ଲୋକ ଫସିଥିବା ଅନୁମାନ

ENO Beuro

ବିବାହ କଲେ ୩୬ ଇଞ୍ଚ ଉଚ୍ଚତାର ବରକନ୍ୟା,ସୋସିଆଲ୍‌ ମିଡ଼ିଆରେ ହେଲା ଭାଇରାଲ

ENO Beuro

Leave a Comment