Loading...

ଭକ୍ତଙ୍କ ପାଇଁ ଖୋଲିଲା ବଦ୍ରିନାଥ ମନ୍ଦିର

ଭକ୍ତଙ୍କ ପାଇଁ ଖୋଲିଲା ବଦ୍ରିନାଥ ମନ୍ଦିର

ଭକ୍ତଙ୍କ ପାଇଁ ଖୋଲିଲା ବଦ୍ରିନାଥ ମନ୍ଦିର। ଆଜି ସକାଳ ୭ଟା ୧୦ରେ ବ୍ରହ୍ମ ବେଳା ଶୁଭ ସମୟରେ ପୂର୍ଣ୍ଣ ବୈଦିକ ଜପ ଓ ରୀତିନୀତି ସହିତ ଖୋଲା ଯାଇଛି।

ଭକ୍ତଙ୍କ ପାଇଁ ଖୋଲିଲା ବଦ୍ରିନାଥ ମନ୍ଦିର। ଆଜି ସକାଳ ୭ଟା ୧୦ରେ ବ୍ରହ୍ମ ବେଳା ଶୁଭ ସମୟରେ ପୂର୍ଣ୍ଣ ବୈଦିକ ଜପ ଓ ରୀତିନୀତି ସହିତ ଖୋଲା ଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ମନ୍ଦିରରେ ପ୍ରଥମ ପୂଜା କରାଯାଇଥିଲା। ଏହି ଉତ୍ସବକୁ ଦେଖିବା ପାଇଁ ଧାମରେ ହଜାର ହଜାର ଭକ୍ତ ଉପସ୍ଥିତ ଥିଲେ।ସୂଚନାନୁସାରେ, ଶୀତ କାଳରେ ଅଧିକ ବରଫପାତ ଯୋଗୁଁ ଉତ୍ତରାଖଣ୍ଡରେ ଥିବା ବଦ୍ରିନାଥ ମନ୍ଦିର ଦର୍ଶନ ବନ୍ଦ ରହିଥାଏ । ବର୍ତ୍ତମାନ ମାତ୍ର ବରଫପାତ ବନ୍ଦ ଥିବାରୁ ଆଜି ଠାରୁ ମନ୍ଦିର ଦ୍ୱାର ଖୋଲା ହେବା ନେଇ ନିଷ୍ପତି ନିଆଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.