ଭଦ୍ରକରେ ପୁଣି ସାପ ମାନଙ୍କ ଆତଙ୍କ

ସାପ ମାନକ ଆତଙ୍କ ଭଦ୍ରକ ବାସୀଙ୍କ ନିଦ ହଜାଇଦେଲା

ଭଦ୍ରକରେ ପୁଣି ସାପ ମାନଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗତ ୩ ଦିନ ମଧ୍ୟରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅଞ୍ଚଳରୁ ଦୁଇଟି ସ୍ଥାନରୁ ଗୋଟିଏ ପରେ ଗୋଟିଏ ଉଦ୍ଧାର ୧୪୬ଟି ନାଗସାପ ମିଳିବା ପରେ ଲୋକଙ୍କ ଆଖିରୁ ନିଦ ହଜି ଯାଇଛି। ଗତକାଲି ଶ୍ୟାମପୁର ଗାଁର ବିଜୟ ଭୂୟାଁଙ୍କ ଘରୁ ଏକାଧିକ ନାଗ ସାପ ଉଦ୍ଧାର ହୋଇଥିବାବେଳେ ଆଜି ପୁଣି ସକାଳେ ଧାମନଗର ଏନଏସିର କଣ୍ଟାବଣିଆ ଗାଁର ଗୌରାଙ୍ଗ ଜେନାଙ୍କ ଘରେ ୧୦ଟି ନାଗ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ଶନିବାର ଦିନ ଧାମନଗର ଥାନା ଶ୍ୟାମପୁର ଗାଁର ଜଣଙ୍କ ବାଡ଼ିରେ ଥିବା ଉଈ ହୁଙ୍କାରୁ ୧୩୬ଟି ନରଗସାପଙ୍କୁ ଏକକାଳୀନ ଉଦ୍ଧାର କରାଯାଇ ବନବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଉଦ୍ଧାର ହୋଇଥିବା ଏତେ ସଂଖ୍ୟାରେ ସାପ ଓ ଏହାର ଅଣ୍ଡାଗୁଡ଼ିକୁ ଦେଖିବା ପାଇଁ ବିଜୟ ଭୂୟାଁଙ୍କ ଘର ସମ୍ମୁଖରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ପଢନ୍ତୁ : ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂଇଁରେ ପୋତି ହୋଇଗଲା କାର୍

ସୂଚନାଯୋଗ୍ୟ ଯେ ଗତ ଶନିବାର ଦିନ ଧାମନଗର ଥାନା ଶ୍ୟାମପୁର ଗାଁର ଜଣଙ୍କ ବାଡ଼ିରେ ଥିବା ଉଈ ହୁଙ୍କାରୁ ୧୩୬ଟି ନରଗସାପଙ୍କୁ ଏକକାଳୀନ ଉଦ୍ଧାର କରାଯାଇ ବନବିଭାଗକୁ ହସ୍ତାନ୍ତର କରାଯାଇଥିଲା - 4.5

90%

ଗତ ୩ ଦିନ ମଧ୍ୟରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅଞ୍ଚଳରୁ ଦୁଇଟି ସ୍ଥାନରୁ ଗୋଟିଏ ପରେ ଗୋଟିଏ ଉଦ୍ଧାର ୧୪୬ଟି ନାଗସାପ ମିଳିବା ପରେ ଲୋକଙ୍କ ଆଖିରୁ ନିଦ ହଜି ଯାଇଛି। - 4.8

95%
4.6/5

Excellent!

ଭଦ୍ରକରେ ପୁଣି ସାପ ମାନଙ୍କ ଆତଙ୍କ

ଗତ ୩ ଦିନ ମଧ୍ୟରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅଞ୍ଚଳରୁ ଦୁଇଟି ସ୍ଥାନରୁ ଗୋଟିଏ ପରେ ଗୋଟିଏ ଉଦ୍ଧାର ୧୪୬ଟି ନାଗସାପ ମିଳିବା ପରେ ଲୋକଙ୍କ ଆଖିରୁ ନିଦ ହଜି ଯାଇଛି

No Votes Yet

You're not rated yet