News

ମହିଳାଙ୍କ ପସନ୍ଦ ଏୟାର ଷ୍ଟ୍ରାଇକ୍‌ ଓ ମୋଦିଙ୍କ ଫଟୋ ଥିବା ଶାଢ଼ୀ

air strike print saree

ପୁଲୱାମ ଆତଙ୍କବଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଫେବୃଆରୀ 26 ରେ ହୋଇଥିଲା କଶ୍ମୀରରେ ଥିବା ବାଲାକୋଟର ଜୈସ୍‌-ଇ-ମହମ୍ମଦ କ୍ୟାମ୍ପ୍‌ ଉପରେ ଆକ୍ରମଣ। ଏହି ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା।  ତେବେ ଏହି ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ସୁରଟରେ ଜଣେ ଶାଢ଼ୀ ବ୍ୟବସାୟୀ ଏକ ଶାଢ଼ୀ  ତିଆରି କରିଛନ୍ତି। ଯେଉଁଥିରେ ଏୟାର୍‌ ଷ୍ଟ୍ରାଇକ୍‌ ମୋଦୀଙ୍କର  ଚିତ୍ର ପ୍ରିଣ୍ଟ କରାଯାଇଛି। ସୁରାଟର ଏହି ବ୍ୟବସାୟୀ ଏହି ଶାଢୀକୁ ମାତ୍ର ୪ ଘଣ୍ଟା ମଧ୍ୟରେ ପ୍ରିଣ୍ଟ କରିଥିଲେ।

airstrike print design saree

ଏହି ଶାଢୀ ତିଆରି ନେଇ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ କି ପ୍ରାୟତଃ ଗୋଟିଏ ଶାଢୀକୁ ତିଆରି କରିବା ପାଇଁ ୭ ଦିନ ଲାଗିଥାଏ କିନ୍ତୁ ଏହି ଶାଢୀକୁ ମାତ୍ର ୪ ଘଣ୍ଟାରେ ତିଆରି କରାଯାଇଛି। ଏପରି ଶାଢୀ ତିଆରିର ଖବର ପ୍ରଚାର ହେବାପରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଶାଢ଼ୀ ପାଇଁ ୨୦୦୦ ଅର୍ଡର ଆସିଲାଣି ବୋଲି କହିଛନ୍ତି ବ୍ୟବସାୟୀ।
ପଢନ୍ତୁ: ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପ୍ରଶଂସାରେ ଶତମୁଖ ବିଜେପି ମନ୍ତ୍ରୀ

Related posts

ଓଡ଼ିଆ ପୁଅ ରାଜକିଶୋର ମହାନ୍ତ, ନିଜ ନାମକୁ ଲିମକା ରେକର୍ଡରେ ଯୋଡିବାରେ ସକ୍ଷମ ହେଇଛନ୍ତି

ENO Beuro

ଆଜି ସନ୍ଧ୍ୟାରେ ଶପଥ ନେବେ ଓଡିଶାର ନୂତନ ରାଜ୍ୟପାଳ ଗଣେଶୀ ଲାଲ !

ENO Beuro

ପୁଣି ଚର୍ଚ୍ଚାରେ ବୋଫର୍ସ ବିବାଦ ! ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେଲା ସିବିଆଇ

ENO Beuro

Leave a Comment