LIFESTYLE

ବିଭାହ ପାଇଁ ଝିଅ ଦେଖିବାକୁ ଯାଉଛନ୍ତି କି ?ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସବୁ ଲୋକେ ଇଚ୍ଛା କରିଥାନ୍ତି କି ବିବାହ ହେଉ କିମ୍ବା ଅନ୍ୟ କିଛି କାମ ତାଙ୍କୁ ଗୋଟେ ଭଲ ଝିଅ ମିଳୁ। କିନ୍ତୁ ସବୁ ଲୋକଙ୍କ ର ଏହି ଆଶା ପୁରଣ ହେଇ ପାରି ନ ଥାଏ ।  ଅଧିକାଂଶ ଲୋକେ ଚିନ୍ତାଶୀଳ ହେଇଥିବା ରୁ ସେମାନେ ଯାହା ନିଜ ବୈବାହିକ ଜୀବନକୁ ଆଗକୁ ନେଇଥାନ୍ତି ।  କିନ୍ତୁ ଅନେକ ସମୟ ରେ ପରିସ୍ଥିତି ବିପରୀତ ହେଇଥାଏ ।  ସେତେବେଳେ ଯାଇ ଆମେ ଜାଣିଥାଉ କି ଆମେ ଆମ ଜୀବନସାଥି ଙ୍କୁ ନେଇ ଖୁସି ରେ ନାହୁଁ ।

ଝିଅ ଦେଖିବାକୁ ଯାଉଥିଲେ ଏହି ୩ଟି କଥା ପଚାରନ୍ତୁ

ବିବାହ ପାଁଇ କୌଣସି ଝିଅ ଦେଖିବାକୁ ଯାଉଛନ୍ତି ତେବେ  ଟିକେ ସମୟ ବାହାର କରିକି ଏହି ପ୍ରଶ୍ନ ନିଶ୍ଚିତ ରୂପେ ପଚାରି ନିଅନ୍ତୁ । ପଚାରି ନେବେ କି ସେ ଆଉ କାହାକୁ ତାଙ୍କ ମନ ରେ ଜାଗା ଦେଇ ନାହାନ୍ତି ତ । ଯଦି ସେ ହଁ କରନ୍ତି ତ ଭଲ ହେବ ଆପଣ ସେଠାରୁ ଫେରି ଆସନ୍ତୁ ।

ଝିଅକୁ ଆଉ ଏକ ପ୍ରଶ୍ନ ପଚାରିବେ କି ସେ କୌଣସି ଚାକିରୀ କରିବାକୁ ଇଚ୍ଛା ରଖିଛନ୍ତି କି ନାହିଁ । ଯଦି ସେ ହଁ କରନ୍ତି ତେବେ ଆପଣ ପଚାରିବେ କି କଣ ସେ ଆପଣ ଙ୍କ ପରିବାରର ଦାଇତ୍ୱ ନେବାକୁ ଚାହୁଁଛନ୍ତି କି ନା । ବିବାହ ପୂର୍ବରୁ ଏହି ସବୁ କଥା ଜାଣି ରଖିବା ଉଚିତ ।

ତା ପରେ ଆଉ ଏକ ପ୍ରଶ୍ନ ପଚାରିବେ କି ଯଦି ଭବିଷ୍ୟତରେ ଆପଣଙ୍କର ଆର୍ଥିକ ପରିସ୍ଥିତି ଭଲ ନ ରହେ ଏବଂ ସେ ଘରର ସବୁ ଦାଇତ୍ୱକୁ ପୁରଣ କରି ନ ପାରନ୍ତି ତେବେ କଣ ସେ ଆପଣଙ୍କର ସାଥ ଦେବେ । ଯଦି ସେ ହଁ କରନ୍ତି ତେବେ ଆପଣ ତାଙ୍କୁ ହିଁ ଜୀବନସାଥୀ ରୂପେ ବାଛିବେ ।

ପଢନ୍ତୁ ;

ଜାଣନ୍ତୁ ଅନଲାଇନରେ ଭୋଟର କାର୍ଡ କେମିତି ବାହାର କରିବେ

Related posts

ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ ଅଦା,ଆସନ୍ତୁ ଜାଣିବା ଏହାର ଉପକାରିତା

ENO Beuro

ଚର୍ମ ରୋଗ ଏକଜିମା ର ଲକ୍ଷଣ ଓ ଘରୋଇ ଚିକିତ୍ସା ବିଷୟରେ ଜାଣନ୍ତୁ

ENO Beuro

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

ENO Beuro

Leave a Comment