ସବୁ ଲୋକେ ଇଚ୍ଛା କରିଥାନ୍ତି କି ବିବାହ ହେଉ କିମ୍ବା ଅନ୍ୟ କିଛି କାମ ତାଙ୍କୁ ଗୋଟେ ଭଲ ଝିଅ ମିଳୁ। କିନ୍ତୁ ସବୁ ଲୋକଙ୍କ ର ଏହି ଆଶା ପୁରଣ ହେଇ ପାରି ନ ଥାଏ । ଅଧିକାଂଶ ଲୋକେ ଚିନ୍ତାଶୀଳ ହେଇଥିବା ରୁ ସେମାନେ ଯାହା ନିଜ ବୈବାହିକ ଜୀବନକୁ ଆଗକୁ ନେଇଥାନ୍ତି । କିନ୍ତୁ ଅନେକ ସମୟ ରେ ପରିସ୍ଥିତି ବିପରୀତ ହେଇଥାଏ । ସେତେବେଳେ ଯାଇ ଆମେ ଜାଣିଥାଉ କି ଆମେ ଆମ ଜୀବନସାଥି ଙ୍କୁ ନେଇ ଖୁସି ରେ ନାହୁଁ ।
ଝିଅ ଦେଖିବାକୁ ଯାଉଥିଲେ ଏହି ୩ଟି କଥା ପଚାରନ୍ତୁ
ବିବାହ ପାଁଇ କୌଣସି ଝିଅ ଦେଖିବାକୁ ଯାଉଛନ୍ତି ତେବେ ଟିକେ ସମୟ ବାହାର କରିକି ଏହି ପ୍ରଶ୍ନ ନିଶ୍ଚିତ ରୂପେ ପଚାରି ନିଅନ୍ତୁ । ପଚାରି ନେବେ କି ସେ ଆଉ କାହାକୁ ତାଙ୍କ ମନ ରେ ଜାଗା ଦେଇ ନାହାନ୍ତି ତ । ଯଦି ସେ ହଁ କରନ୍ତି ତ ଭଲ ହେବ ଆପଣ ସେଠାରୁ ଫେରି ଆସନ୍ତୁ ।
ଝିଅକୁ ଆଉ ଏକ ପ୍ରଶ୍ନ ପଚାରିବେ କି ସେ କୌଣସି ଚାକିରୀ କରିବାକୁ ଇଚ୍ଛା ରଖିଛନ୍ତି କି ନାହିଁ । ଯଦି ସେ ହଁ କରନ୍ତି ତେବେ ଆପଣ ପଚାରିବେ କି କଣ ସେ ଆପଣ ଙ୍କ ପରିବାରର ଦାଇତ୍ୱ ନେବାକୁ ଚାହୁଁଛନ୍ତି କି ନା । ବିବାହ ପୂର୍ବରୁ ଏହି ସବୁ କଥା ଜାଣି ରଖିବା ଉଚିତ ।
ତା ପରେ ଆଉ ଏକ ପ୍ରଶ୍ନ ପଚାରିବେ କି ଯଦି ଭବିଷ୍ୟତରେ ଆପଣଙ୍କର ଆର୍ଥିକ ପରିସ୍ଥିତି ଭଲ ନ ରହେ ଏବଂ ସେ ଘରର ସବୁ ଦାଇତ୍ୱକୁ ପୁରଣ କରି ନ ପାରନ୍ତି ତେବେ କଣ ସେ ଆପଣଙ୍କର ସାଥ ଦେବେ । ଯଦି ସେ ହଁ କରନ୍ତି ତେବେ ଆପଣ ତାଙ୍କୁ ହିଁ ଜୀବନସାଥୀ ରୂପେ ବାଛିବେ ।
ପଢନ୍ତୁ ;