• Home
  • ASTRO
  • VASTU
  • ଗାଧୁଆଘରେ କେଉଁଠାରେ ଆଇନା ଲଗାଇଲେ କଣ ଫଳ ମିଳେ ଜାଣନ୍ତୁ?
VASTU

ଗାଧୁଆଘରେ କେଉଁଠାରେ ଆଇନା ଲଗାଇଲେ କଣ ଫଳ ମିଳେ ଜାଣନ୍ତୁ?

ବାସ୍ତୁଶାସ୍ତ୍ରରେ ଘରର ଅନେକ ଦିଗରେ ଆଇନା ଲଗାଇବାର ବିଷୟରେ ବିସ୍ତାର ରୂପରେ କୁହାଯାଇଛି । ଘରେ ଗାଧୁଆଘର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । କାରଣ ଆମ ଦିନର ଆରମ୍ଭ ଏହିଠାରୁ ହିଁ ହୋଇଥାଏ । ଗାଧୁଆଘର ସୁନ୍ଦର ହେବା ସହିତ ସକାରାତ୍ମକ ଊର୍ଜାଦାୟକ ହେବା ମଧ୍ୟ ଜରୁରୀ ।

ତେବେ ଗାଧୁଆଘରେ କେଉଁଠାରେ ଆଇନା ଲଗାଇଲେ କଣ ଫଳ ମିଳେ ଆସନ୍ତୁ ଜାଣିବା :-

  • ଗାଧୁଆଘରେ ଆଇନା କବାଟର ଠିକ ସାମ୍ନାରେ ରଖିବା ଉଚିତ ନୁହେଁ । କାରଣ ଆମେ ଗାଧୁଆଘରେ ପ୍ରବେଶ କଲା ବେଳେ ଉଭୟ ସକାରାତ୍ମକ ଓ ନକରାତ୍ମକ ଶକ୍ତି ଭିତରକୁ ପ୍ରବେଶ କରିଥାଏ।
  • ଗାଧୁଆଘରେ ଆଇନ ଏମିତି ଜାଗାରେ ରଖିବା ଦରକାର ଯେମିତି ତାର ପ୍ରତିଫଳନ ବାହାରକୁ ପଡିବ ନାହିଁ ।

mirror [object object] ଗାଧୁଆଘରେ କେଉଁଠାରେ ଆଇନା ଲଗାଇଲେ କଣ ଫଳ ମିଳେ ଜାଣନ୍ତୁ? mirror

  • ବାସ୍ତୁଶାସ୍ତ୍ର ଅନୁସାରେ ବେଡ଼ରୁମରେ ଆଇନା ରଖିବା ଉଚିତ ନୁହେଁ । କାରଣ ଆଇନାର ପ୍ରତିଫଳନ ବେଡ଼ ଉପରେ ପଡିଲେ ସ୍ୱାସ୍ଥ୍ୟ ଖରାପ ହୁଏ ।
  • କେତେ ଲୋକ ଘରର ମୁଖ୍ୟଦ୍ଵାର ସାମ୍ନାରେ ଆଇନା ଲଗାଇ ଥାନ୍ତି । ଏହା ମଧ୍ୟ ଅନୁଚିତ, କାରଣ ଏହା ଦ୍ଵାରା ଘରକୁ ଆସୁଥିବା ସକାରାତ୍ମକ ଶକ୍ତି ଫେରିଯାଏ । ଯାହା ଫଳରେ ପ୍ରଗତିରେ ବାଧା ଆସେ ।

ପଢନ୍ତୁ, ରାଜ୍ୟ ଫିଲ୍ମ ପୁରସ୍କାର ଘୋଷଣାକୁ ନେଇ ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ ଙ୍କ ପ୍ରଶ୍ନ, ଲୋଡିଲେ ସହାୟତା

Related posts

ଯାତ୍ରା ସମୟରେ କ’ଣ ଖାଇକି ଗଲେ ଯାତ୍ରା ଶୁଭ ହୋଇଥାଏ ଜାଣନ୍ତୁ

Krishna Kumar Manoj

କେମିତି କଟିବ ଆଜିର ଦିନ ,ଆସନ୍ତୁ ଜାଣିବା

Krishna Kumar Manoj

ଘରେ ରଖନ୍ତୁ ଏହିସବୁ ଜିନିଷ , ସବୁଦିନ ପାଇଁ ଦୂରେଇ ଯିବ ଆର୍ଥିକ ସମସ୍ୟା

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More