ଯାତ୍ରା ଅଭିନେତ୍ରୀ ନିଶା ଅଳ୍ପ ସମୟ କଲେ ଷ୍ଟେଜ୍ ସୋ, ତାତିଲେ ଲୋକ
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
Loading...
ବିବାଦୀୟ ଫିଲ୍ମ ଦି କେରଲା ଷ୍ଟୋରି ଗତ ଶୁକ୍ରବାର ହଲ୍ରେ ରିଲିଜ ହୋଇଛି। ଟ୍ରେଲର ଏବଂ ଟିଜର୍ ଆସିବା ପରେ ଫିଲ୍ମ ବିବାଦ ଘେରରେ ଛନ୍ଦି ହୋଇ ରହିଥିଲା।
ବିବାଦୀୟ ଫିଲ୍ମ ଦି କେରଲା ଷ୍ଟୋରି ଗତ ଶୁକ୍ରବାର ହଲ୍ରେ ରିଲିଜ ହୋଇଛି। ଟ୍ରେଲର ଏବଂ ଟିଜର୍ ଆସିବା ପରେ ଫିଲ୍ମ ବିବାଦ ଘେରରେ ଛନ୍ଦି ହୋଇ ରହିଥିଲା। ରିଲିଜ ପୂର୍ବରୁ କଂଗ୍ରେସ ସମେତ ଅନେକ ଦଳ ଏହାକୁ ବ୍ୟାନ ନେଇ ଦାବି କରି ଆସୁଥିଲେ। କିନ୍ତୁ ରିଲିଜ ପରେ ଫିଲ୍ମ ବକ୍ସ ଅଫିସ୍ରେ ସୁପରହିଟ୍ ହୋଇଛି।
ଟ୍ରେଡ ଆନାଲିଷ୍ଟ ତରୁଣ ଆଦର୍ଶ ଓପନିଂ ଡେ କଲେକ୍ସନ ତଥ୍ୟର ସୂଚନା ଦେଇଛନ୍ତି। ଫାଷ୍ଟ ଡେ ଶୋରେ ଫିଲ୍ମ ୮.୦୩ କୋଟି କଲେକ୍ସନ କରିଛି। ବଲିଉଡ୍ ହଙ୍ଗାମା ରିପୋର୍ଟ ମୁତାବିକ, କେବଳ ଆଇନକ୍ସ,ରାଷ୍ଟ୍ରୀୟ ଚେନ୍ ପିଭିଆର ଓ ସିନୋପୋଲିସରୁ ଫିଲ୍ମରେ ୪କୋଟି ଟଙ୍କା କଲେକ୍ସନ ହୋଇଛି।
ସୂଚନାନୁସାରେ, ରବିବାର ବେଙ୍ଗାଲୁରୁରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଦେଖିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଫିଲ୍ମଟିକୁ ଦେଖିବା ପରେ ସେ କହିଛନ୍ତି ଯେ, ‘ଆତଙ୍କବାଦୀଙ୍କ ଗୁଳି ବନ୍ଧୁକ ଓ ବୋମାର ଶବ୍ଦ ତ ଶୁଣିହେବ । ହେଲେ ବିନା ଶବ୍ଦର ଆତଙ୍କବାଦ ଅତି ଭୟଙ୍କର । ଫିଲ୍ମଟିରେ ଆତଙ୍କବାଦର ନୂଆରୂପ ଦେଖିବାକୁ ମିଳିଛି । ଫିଲ୍ମଟି କୌଣସି ଧର୍ମ କିମ୍ବା ରାଜ୍ୟ ବାବଦରେ ତିଆରି ହୋଇନି । ତେଣୁ ଏହି ଫିଲ୍ମ ଅଧିକରୁ ଅଧିକ ଲୋକ ଦେଖିବା ଆବଶ୍ୟକ’ ବୋଲି ସେ କହିଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।
ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।