୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ଜାନୁଆରି ଶେଷ ସୁଦ୍ଧା ନୂଆ ପାର୍ଲାମେଣ୍ଟ ବିଲ୍ଡିଂ (ସଂସଦ ଭବନ) ପ୍ରସ୍ତୁତ ହୋଇଯିବ। ନୂଆ ପାର୍ଲାମେଣ୍ଟ ବିଲ୍ଡିଂର ଇଣ୍ଟେରିୟର ଡିଜାଇନ୍ କାମ ଏବେ ଦ୍ରୁତ ଗତିରେ ଚାଲିଛି। ଖୁବ୍ ଶୀଘ୍ର ସମସ୍ତ କାର୍ଯ୍ୟ ସରିଯିବ।
ଜାନୁଆରି ଶେଷ ସୁଦ୍ଧା ନୂଆ ପାର୍ଲାମେଣ୍ଟ ବିଲ୍ଡିଂ (ସଂସଦ ଭବନ) ପ୍ରସ୍ତୁତ ହୋଇଯିବ। ନୂଆ ପାର୍ଲାମେଣ୍ଟ ବିଲ୍ଡିଂର ଇଣ୍ଟେରିୟର ଡିଜାଇନ୍ କାମ ଏବେ ଦ୍ରୁତ ଗତିରେ ଚାଲିଛି। ଖୁବ୍ ଶୀଘ୍ର ସମସ୍ତ କାର୍ଯ୍ୟ ସରିଯିବ। ଜାନୁଆରି ଶେଷ ସୁଦ୍ଧା ନୂଆ ସଂସଦ ଭବନ ପ୍ରସ୍ତୁତ ହୋଇଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ ସଂସଦର ବଜେଟ ଅଧିବେଶନ ନୂଆ ପାର୍ଲାମେଣ୍ଟ ବିଲ୍ଡିଂ ନା’ ପୁରୁଣା ବିଲ୍ଡିଂରେ ହେବ ସେସଂକ୍ରାନ୍ତ ନିଷ୍ପତ୍ତି ଏଯାବତ ନିଆଯାଇନି। ଉଲ୍ଲେଖଯୋଗ୍ୟ ଯେ ସେଣ୍ଟ୍ରାଲ ଭିଷ୍ଟାର ପୁନର୍ବିକାଶ କାର୍ଯ୍ୟ ଅନ୍ତର୍ଗତ ନୂ୍ଆ ପାର୍ଲାମେଣ୍ଟ ବିଲ୍ଡିଂ ନିର୍ମାଣ କରାଯାଉଛି। ତେବେ ନୂଆ ପାର୍ଲାମେଣ୍ଟ ବିଲ୍ଡିଂର ଉଦ୍ଘାଟନ କେବେ ହେବ ସେ ସଂକ୍ରାନ୍ତ ନିଷ୍ପତ୍ତି ସରକାର ଖୁବ୍ ଶୀଘ୍ର ନେବେ। ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ପାର୍ଲାମେଣ୍ଟ ବିଲ୍ଡିଂର ଶିଳାନ୍ୟାସ କରିଥିଲେ।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।