Loading...

କାଲି ଚନ୍ଦ୍ରଗ୍ରହଣ ତାପରଦିନଠାରୁ ଆରମ୍ଭ ହେବ କାର୍ତ୍ତିକ ମାସ ଆଜି ଶେଷ ଆମିଷ ବାରିରେ ବଜାର ଭିଡ

କାଲି ଚନ୍ଦ୍ରଗ୍ରହଣ ତାପରଦିନଠାରୁ ଆରମ୍ଭ ହେବ କାର୍ତ୍ତିକ ମାସ ଆଜି ଶେଷ ଆମିଷ ବାରିରେ ବଜାର ଭିଡ

ଆସନ୍ତାକାଲି କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଲୋକେ ଆମିଷ ଖାଇବେନି । ଦିନକ ପରେ ଆରମ୍ଭ ହେବ କାର୍ତିକ ମାସ । ତେଣୁ ଆଜି କାର୍ତ୍ତିକ ମାସ ପାଳୁଥିବା ବ୍ୟକ୍ତିଙ୍କ ପାଇଁ ଶେଷ ଆମିଷ ବାର ହୋଇଥିବାବେଳେ ଆମିଷ ଖାଇବାକୁ ଆଜି ଆମିଷ ହାଟରେ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ଆସନ୍ତାକାଲି କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଲୋକେ ଆମିଷ ଖାଇବେନି । ଦିନକ ପରେ ଆରମ୍ଭ ହେବ କାର୍ତିକ ମାସ । ତେଣୁ ଆଜି କାର୍ତ୍ତିକ ମାସ ପାଳୁଥିବା ବ୍ୟକ୍ତିଙ୍କ ପାଇଁ ଶେଷ ଆମିଷ ବାର ହୋଇଥିବାବେଳେ ଆମିଷ ଖାଇବାକୁ ଆଜି ଆମିଷ ହାଟରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ତେଣୁ ଆଜି ଆମିଷ ଦର ମଧ୍ୟ ଢେର ଅଧିକ ରହିଥିବା ଦେଖିବାକୁ ମିଳୁଛି। ଭୁବନେଶ୍ବରରେ ଆମିଷ ଦର ରୋହି -୧୮୦ ଟଙ୍କା, ଭାକୁର -୨୨୦ ଟଙ୍କା,ଲୁଣି ମାଛ -୧୮୦ରୁ ୨୦୦ ଟଙ୍କା, ଇଲିଶି – ୧,୮୦୦ ଟଙ୍କା, ମଟନ – ୮୦୦ ଟଙ୍କା, ଦେଶୀ କୁକୁଡା – ୪୫୦ ଟଙ୍କା, ବ୍ରଏଲର -୨୪୦ ଟଙ୍କା, ବନରାଜ। କୁକୁଡା -୨୨୦ ଟଙ୍କା, କଙ୍କଡା ୬୦୦ରୁ -୨୨୫୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.