LIFESTYLE

ଜାଣନ୍ତୁ ଗରମ ଦିନରେ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ଆରମ ମିଳିଥାଏ

ଏବେଠୁ ଗରମ ଆରମ୍ଭ ହୋଇ ଗଲାଣି । ଗରମ ଦିନରେ କେଉଁ ପୋଷାକ ପିନ୍ଧିବେ ସେ ନେଇ ଚିନ୍ତିତ ଅଛନ୍ତି କି ? ତେବେ ଜାଣନ୍ତୁ ଗରମ ଦିନେ କେଉଁ ପୋଷାକ ପିନ୍ଧିବା ଉଚିତ । ଗରମ ଦିନରେ ସୂତା ବସ୍ତ୍ର ପିନ୍ଧିଲେ ଆରମ ମିଳି ଥାଏ । ଗରମ ଦିନରେ କେତୋଟି ବିଶେଷ ରଙ୍ଗର ପୋଷାକ ଯୁବତୀ ତଥା ମହିଳାମାନେ ପିନ୍ଧିବା ଉଚିତ ।

କେଉଁ ରଙ୍ଗର ପୋଷାକ ପିନ୍ଧିବେ ଜାଣନ୍ତୁ :-

  • ନୀଳ ରଙ୍ଗ ,ଗତ କିଛି ବର୍ଷ ହେଲା ଗରମ ଦିନେ ସବୁଠୁ ଅଧିକ ଲୋକପ୍ରିୟ ହୋଇପାରିଛି ନୀଳ ରଙ୍ଗର ସାଲୱାର କମିଜ୍ ଓ ଶାଢୀ ଗ୍ରୀଷ୍ମ ପାଇଁ ଏକ ଉତ୍ତମ ରଙ୍ଗ ।
  • ହଳଦି ରଙ୍ଗର ପୋଷାକ ମଧ୍ୟ ଶରୀରକୁ ଥଣ୍ଡା ରଖେ । ତେଣୁ ଏହି ରଙ୍ଗର ଟି-ସାର୍ଟ,ଟପ୍ ,କମିଜ, କୁର୍ତ୍ତା ସବୁକିଛି ପିନ୍ଧିଲେ ଷ୍ଟାଇଲିଶ୍ ଲାଗିଥାଏ ।
  • ସବୁଜ ରଙ୍ଗର ବିଭିନ୍ନ ଡିଜାଇନର ପୋଷାକ ବଜାରରେ ସବୁ ସମୟରେ ଉପଲବ୍ଧ ହୋଇଥାଏ । ଗରମ ଦିନେ ଏହି ସବୁଜ ରଙ୍ଗର ପୋଷାକ ,ବ୍ୟାଗ କିମ୍ବା ଜୋତା ପିନ୍ଧିଲେ ଶରୀରକୁ ଥଣ୍ଡା ରଖେ ।
  • ଈଷତ୍ ଗୋଲାପୀ ଗ୍ରୀଷ୍ମ ପାଇଁ ଏକ ଚମତ୍କାର ରଙ୍ଗ । ଏଣୁ ଗ୍ରୀଷ୍ମ ଦିନରେ ଏହିସବୁ ରଙ୍ଗର ପୋଷାକ ପରିଧାନ କଲେ , ଆପଣ ନିଜକୁ ଆରାମ ମନେକରିବେ ।

ପଢନ୍ତୁ ;

ଦୁବାଇ ଛାଡି ପାରିବେନି ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର , ଜାଣନ୍ତୁ କାରଣ କ’ଣ

 

Related posts

କଲରା ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ! ଜାଣନ୍ତୁ ଏହି ପତ୍ରରେ ରହିଥିବା କେତେକ ଗୁଣ ସମ୍ପର୍କରେ

ENO Beuro

ମାଇଗ୍ରେନ୍‌ ସମସ୍ୟାରୁ ଉପଶମ ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

ଶୀତଦିନେ ହାତକୁ କିପରି ରଖିବେ ନରମ? ଜାଣନ୍ତୁ କିଛି ଘରୋଇ ଉପଚାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More