କେଉଁ ସ୍ଵପ୍ନ ଦେଖିଲେ ଅନ୍ୟ କାହା ଆଗରେ ପ୍ରକାଶ କରିବେ ନାହିଁ ଜାଣନ୍ତୁ ?  

ସବୁ ବ୍ୟକ୍ତି ଶୋଇବା ସମୟରେ ସ୍ୱପ୍ନ ଦେଖନ୍ତି । କିନ୍ତୁ କିଛି ସ୍ୱପ୍ନ ଏମିତି ଥାଏ ଯାହା ଆମକୁ ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ । କାରଣ ସବୁ ସ୍ୱପ୍ନର କିଛି ନା କିଛି ମହତ୍ଵ ରହିଛି । କିଛି ସ୍ୱପ୍ନ ଏମିତି ଥାଏ ଯାହା ଆମର ନିଦ ଭାଙ୍ଗିବା ପରେ ବି ମନେ ରହେ । ତେବେ ଆସନ୍ତୁ ଜାଣିବା କେଉଁ ସ୍ଵପ୍ନ ଦେଖିଲେ ଅନ୍ୟ କାହା ଆଗରେ ପ୍ରକାଶ କରିବେ ନାହିଁ ?

ଏହି ସ୍ଵପ୍ନ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ :-

ମୃତ୍ୟୁ ସମ୍ବନ୍ଧିତ ସ୍ୱପ୍ନ :- ଅନେକ ସମୟରେ ଆମେ ନିଜର କିମ୍ବା ଅନ୍ୟ କାହାର ମୃତ୍ୟୁ କାଳୀନ ସ୍ୱପ୍ନ ଦେଖିଥାଉ । ଏମିତି ସ୍ୱପ୍ନ ବିଷୟରେ କାହାକୁ କହିବା ଉଚିତ ନୁହେଁ ଓ ଡରିବା ମଧ୍ୟ ଉଚିତ ନୁହେଁ କାରଣ ଏମିତି ସ୍ୱପ୍ନ ଦେଖିବା ଦ୍ୱାରା ଜୀବନରେ ଅନେକ ସମସ୍ୟା ଦୂର ହୋଇଥାଏ ।

ମାଛ ଦେଖିବା:- ଯଦି ସ୍ୱପ୍ନରେ ମାଛ ଦେଖନ୍ତି ତେବେ ଆପଣ ଶୀଘ୍ର କୌଣସି କାମରେ ସଫଳତା ମିଳିବ । ତେବେ ଏହି ସ୍ଵପ୍ନ ଦେଖିଲେ କାହା ଆଗରେ ପ୍ରକାଶ କରିବେ ନାହିଁ ।

ପାଚିଲା ଫଳ :- ଯଦି ସ୍ୱପ୍ନରେ କେହି ପାଚିଲା ଫଳ ଖାଉଥିବାର ଦୃଶ୍ୟ ଦେଖନ୍ତି ତାହେଲେ ଆପଣଙ୍କୁ ବହୁତ ଶୀଘ୍ର ସଫଳତାର ଖୁସି ଖବର ମିଳିବ ।

ସ୍ୱପ୍ନରେ ସାପ ଦେଖିବା :-  ଯଦି ଆପଣ ସ୍ୱପ୍ନରେ ସାପ ଦେଖୁଛନ୍ତି ତେବେ ଆପଣଙ୍କର ବ୍ୟବସାୟରେ ସଫଳତା ମିଳିବ । କିନ୍ତୁ ଏହି ସ୍ୱପ୍ନ ବିଷୟରେ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ ।

ପଢନ୍ତୁ ;

କଳା ଶିଶୁକୁ ଗୋରା କରିବା ପାଇଁ ପଥରରେ ରଗଡିଲା ମା’

ଯଦି ସ୍ୱପ୍ନରେ ମାଛ ଦେଖନ୍ତି ତେବେ ଆପଣ ଶୀଘ୍ର କୌଣସି କାମରେ ସଫଳତା ମିଳିବ - 90%

90%

ଯଦି ସ୍ୱପ୍ନରେ କେହି ପାଚିଲା ଫଳ ଖାଉଥିବାର ଦୃଶ୍ୟ ଦେଖନ୍ତି ତାହେଲେ ଆପଣଙ୍କୁ ବହୁତ ଶୀଘ୍ର ସଫଳତାର ଖୁସି ଖବର ମିଳିବ - 88%

88%
89%

Very Good!

କେଉଁ ସ୍ଵପ୍ନ ଦେଖିଲେ ଅନ୍ୟ କାହା ଆଗରେ ପ୍ରକାଶ କରିବେ ନାହିଁ ଜାଣନ୍ତୁ ?  

ସବୁ ବ୍ୟକ୍ତି ଶୋଇବା ସମୟରେ ସ୍ୱପ୍ନ ଦେଖନ୍ତି । କିନ୍ତୁ କିଛି ସ୍ୱପ୍ନ ଏମିତି ଥାଏ ଯାହା ଆମକୁ ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ । କାରଣ ସବୁ ସ୍ୱପ୍ନର କିଛି ନା କିଛି ମହତ୍ଵ ରହିଛି । କିଛି ସ୍ୱପ୍ନ ଏମିତି ଥାଏ ଯାହା ଆମର ନିଦ ଭାଙ୍ଗିବା ପରେ ବି ମନେ ରହେ । ତେବେ ଆସନ୍ତୁ ଜାଣିବା କେଉଁ ସ୍ଵପ୍ନ ଦେଖିଲେ ଅନ୍ୟ କାହା ଆଗରେ ପ୍ରକାଶ କରିବେ ନାହିଁ ?

No Votes Yet

You're not rated yet