• Home
  • LIFESTYLE
  • ବିିବାହ ଦିନରେ ତ୍ୱଚାକୁ ସୁନ୍ଦର ଓ କୋମଳ କରିବାକୁ ଚାହୁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ
LIFESTYLE

ବିିବାହ ଦିନରେ ତ୍ୱଚାକୁ ସୁନ୍ଦର ଓ କୋମଳ କରିବାକୁ ଚାହୁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ସୁନ୍ଦର ଓ କୋମଳ ତ୍ଵଚା ପାଇଁ କିଛି ଟିପ୍ସ

ବିବାହ ଦିନ ସୁନ୍ଦର ଦେଖାଯିବାପାଇଁ ଝିଅମାନେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ଅନେକ ବ୍ଲିଚ ଓ ଥେରାପିଜକୁ ମଧ୍ୟ ଆପଣେଇଥାନ୍ତି । ଏହି ଥେରାପିଜକୁ କରିବାକୁ କମ  ସମୟ ଲାଗିଥାଏ ଏବଂ ପ୍ରଭାବ ଶୀଘ୍ର ପଡ଼ିଥାଏ । ରଫ୍ ତ୍ୱଚାକୁ କୋମଳ ରଖିବାପାଇଁ ଏହି ଚିକିତ୍ସା ସବୁଠାରୁ ଭଲ ।

ଏଥିରେ ଚକୋଲେଟ ବ୍ୟବହାର କରାଯାଏ, ଯେଉଁଥିରେ ତ୍ୱଚା ପାଇଁ ଖାସ୍ ପୋଷଣ ରହିଥାଏ ।ଏହାକୁ ୩ଟିରୁ ୪ଟି ସ୍ତର ମଧ୍ୟରେ କରାଯାଇଥାଏ ।  ଏହାର ଗୋଟିଏ ସିଟିଂ ପ୍ରାୟ ୪୦ ମିନିଟ । ଏହାର ପୂରା ପ୍ୟାକେଡ ଚକୋଲେଟ ଉପରେ ଆଧାରିତ ହୋଇଥାଏ ।

ବିିବାହ ଦିନରେ ତ୍ୱଚାକୁ ସୁନ୍ଦର ଓ କୋମଳ କରିବାକୁ ଚାହୁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ mrg women glowing face

ବିବାହ ଦିନ ତ୍ୱଚାରୁ ବ୍ରଣ ଏବଂ ଦାଗ ଦୂରକରିବା ପାଇଁ ଆପଣ ଡର୍ମା ପିଲିଙ୍ଗ କରିପାରିବେ । ଏହାଦ୍ୱାରା ତ୍ୱଚା କୋମଳ ଏବଂ ପରିଷ୍କାର ହୋଇଥାଏ । ଏହି ପଦ୍ଧତିରେ ତ୍ୱଚାରେ କେମିକଲ ଆପ୍ଲିକେସନର ବ୍ୟବହାର କରାଯାଇଥାଏ । ଏହା ଖରାପ ହୋଇଥିବା ତ୍ୱଚାର ଉପର ସ୍ତରକୁ ବାହାରକରି ତ୍ୱଚାରେ ପରିବର୍ତ୍ତନ ଆଣିଥାଏ । ଏହା ପିଗମେଂଟ ଏବଂ ବ୍ରଣ ଆଦିକୁ ଭଲ କରିଥାଏ ।

ଚେହେରାକୁ ତୁରନ୍ତ ଆକର୍ଷଣୀୟ ଲୁକ୍ ଦେବାପାଇଁ ଆପଣ ବୋଟାକ୍ସ ଅପ୍ସନକୁ ମଧ୍ୟ ଯାଇପାରିବେ । ଏହା ଚେହେରାରୁ ଦାଗ ଦୂରକରି ତ୍ୱଚାକୁ ଟାଇଟ କରିଥାଏ ।

ଏବେ ଭିଟାମିନ ସିରମ ଏବଂ କ୍ୟାପସୁଲ ମଧ୍ୟ ମିଳୁଛି, ଯାହାକୁ ତ୍ୱଚାରେ ବ୍ୟବହାର କରାଯାଇଥାଏ । ଏହା ଫଟା ତ୍ୱଚାକୁ ଭଲ କରିବା ସହିତ ବ୍ରଣକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏସବୁ କରିବା ପୂର୍ବରୁ ପ୍ରଥମେ ତ୍ୱଚାକୁ ପରୀକ୍ଷା କରାଯାଏ ଏବଂ ପ୍ରଡକ୍ଟ ଏବଂ ଡାଇଟ ମାଧ୍ୟମରେ ସପ୍ଲାଏ କରାଯାଇଥାଏ । ଭିଟାମିନ-ଏ, କ୍ୟାଲସିୟମ, ଜିଂକ, ଫାଇବର୍ସ ଏବଂ ଆଇରନକୁ ମଧ୍ୟ ପଠାଯାଇଥାଏ ।

ବିିବାହ ଦିନରେ ତ୍ୱଚାକୁ ସୁନ୍ଦର ଓ କୋମଳ କରିବାକୁ ଚାହୁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ chocalate theropy
ପଢନ୍ତୁ ;

ପିଲାମାନଙ୍କ ସହ ଦୁଷ୍କର୍ମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମୃତ୍ୟୁଦଣ୍ଡ ପ୍ରଣୟନ କରିବାକୁ ସରକାର ଅରାଜି

Related posts

ଏହି ସ୍ଥାନରେ ରଖନ୍ତୁ ନାହିଁ ମୋବାଇଲ ଫୋନ୍ ,ନଚେତ୍ ପଡ଼ିପାରନ୍ତି ଅସୁବିଧାରେ!

Krishna Kumar Manoj

ମସଲା ଭାବରେ ବ୍ୟବହୃତ ହେଉଥିବା ଗୋଲମରିଚରେ ରହିଛି ଅନେକ ଔଷଧିୟ ଗୁଣ! ଜାଣି ରଖନ୍ତୁ ସେ ସମ୍ପର୍କରେ

Krishna Kumar Manoj

ଶରୀରରେ ରକ୍ତହୀନତା ଦୂର କରିଥାଏ “ପିଜୁଳି”! ଜାଣନ୍ତୁ ଏହାକୁ ନିୟମିତ ଖାଇବା ଦ୍ଵାରା କଣ ଫାଇଦା ମିଳିଥାଏ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More