LIFESTYLE

ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି ? ତେବେ ଶୋଇବା ପୂର୍ବରୁ କରନ୍ତୁ ଏହି ସବୁ କାମ

ଶୋଇବାକୁ ସମସ୍ତଙ୍କୁ ଭଲ ଲାଗେ । କାରଣ ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ କ୍ଲାନ୍ତ ହୋଇ ରାତିରେ ଶୋଇ ଥାଉ । ଆପଣ ଏହି କଥାରୁ ଚିନ୍ତିତ ଅଛନ୍ତି କି ରାତି ସାରା ଶୋଇଲା ପରେ ବି ଆପଣ ମୁହଁ ସୁନ୍ଦର ଦିଶୁ ନାହିଁ ।  ତେବେ ଆସନ୍ତୁ ଜାଣିବା  ଯାହାକୁ ରାତିରେ ଶୋଇବା ପୂର୍ବରୁ କଲେ ଆପଣ ସୁନ୍ଦର ରହିବେ ।

ସୁନ୍ଦର ତ୍ଵଚା ପାଇଁ ଶୋଇବା ପୂର୍ବରୁ କ’ଣ କରିବେ ଜାଣନ୍ତୁ :-

  • ଶୋଇବା ପୂର୍ବରୁ ମେକ ଅପ ଛଡାଇ ସୁଅନ୍ତୁ । କାରଣ ମୁହଁରେ ଅନେକ ପ୍ରକାର ଦାଗ ବ୍ରଣ ନଜର ଆସିବ । ଯଦି ଏମିତି ନକରନ୍ତି ତେବେ ତ୍ୱଚା ଖରାପ ହୋଇଯିବ ।
  • ପୁରା ଦିନର କ୍ଲାନ୍ତ ମିଟେଇବା ପାଇଁ ଶୋଇବା ପୂର୍ବରୁ ଗାଧେଇବା ନିହାତି ଆବଶ୍ୟକ । ଗାଧେଇବା ଦ୍ୱାରା ଶରୀରର ମଇଳା ଚାଲିଯାଇଥାଏ ଓ ବିଭିନ୍ନ ଚର୍ମ ରୋଗରୁ ମୁକ୍ତି ମିଳିଥାଏ।
  • ଗାଧେଇବା ପାଣିରେ କିଛି ମହୁ ଓ କ୍ଷୀର ମିଶେଇବା ଭଲ । ଯଦି ଗାଧେଇବା ସମ୍ଭବ ହେଉନି ତେବେ କପଡା ଓଦା କରି ପୁରା ଶରୀରକୁ ପୋଛି ନିଅନ୍ତୁ ।
  • ଶୋଇବା ପୂର୍ବରୁ ମୁହଁରେ ଟୋନର ନିହାତି ଲଗେଇବେ । ଏହା ଦ୍ଵାରା ଆପଣଙ୍କ ମୁହଁ ସୁନ୍ଦର ଦେଖା ଜୀବ ।
  • ଶୋଇଲା ପୂର୍ବରୁ ତ୍ୱଚା ଭଲ ରଖିବା ପାଇଁ କିଛି କ୍ରିମି, ବଡି ଲୋସନ ବ୍ୟବହାର କରି ପାରିବେ ।
  • ଶୋଇବା ପୂର୍ବରୁ ରାତିରେ ମୁହଁର ଯତ୍ନ ନେବା ନିହାତି ଜରୁରୀ । ଆପଣ କଞ୍ଚା କ୍ଷୀରକୁ ମଧ୍ୟ ମୁହଁରେ ଲଗେଇ ପାରିବେ । ଏହା ଲୋଶନ ଭଳି କାମ ଦେଇ ଥାଏ ।
  • ଶୋଇବା ପୂର୍ବରୁ ମୁହଁକୁ ମସାଜ କରନ୍ତୁ । ଏମିତି କରିବା ଦ୍ଵାରା ବ୍ଲଡ ସରକୁଲେସନ ହୋଇ ଥାଏ ଓ ମୁହଁ ସୁନ୍ଦର ଦିସିଥାଏ ।

ପଢନ୍ତୁ ;

ସାମ୍ବାଦିକଙ୍କ ଉପରେ କ’ଣ ପାଇଁ ରାଗିଲେ ଇଲିଆନା ଜାଣନ୍ତୁ

Related posts

ମୋମୋ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଜାଣନ୍ତୁ

ENO Beuro

ଅଣ୍ଟା ବିନ୍ଧା ଭଳି ସମସ୍ୟାରେ ପୀଡିତ ଥିଲେ ଆପଣାନ୍ତୁ କିଛି ଜରୁରୀ ଟିପ୍ସ

ENO Beuro

ଗରମ ଦିନେ ଫେସ୍‌ର ଇନ୍‌ଷ୍ଟାଣ୍ଟ ଗ୍ଲୋ ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

1 comment

Leave a Comment