ଖାଲି ପେଟରେ କେଉଁ ସବୁ ଖାଦ୍ୟ ଖାଇଲେ କେଉଁ ସମସ୍ୟା ଦେଖା ଦେଇଥାଏ ଜାଣନ୍ତୁ ? 

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସଠିକ ସମୟରେ ଖାଦ୍ୟ , ପାନୀୟ ଓ ନିଦ୍ରା ନିହାତି ଜରୁରୀ । ସବୁ କାମ ପାଇଁ କିଛି ନିର୍ଦ୍ଧିଷ୍ଟ କଥା ରହିଛି । ଯାହାକୁ ନ ମାନି ଚଳିଲେ ଆମେ ଅସୁବିଧାର ସମ୍ମୁଖୀନ ହେବା । ଏମିତି କିଛି ଖାଦ୍ୟ ଓ ପାନୀୟ ଅଛି ଯାହାକୁ ଖାଲି ପେଟରେ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ତେବେ ଆସନ୍ତୁ ଜାଣିବା ସମ୍ପର୍କରେ।

ଏହି ସବୁ ଖାଦ୍ୟକୁ ଖାଲି ପେଟରେ ଖାଆନ୍ତୁ ନାହିଁ :-

କ୍ଷୀର :- କ୍ଷୀରକୁ ଖାଲି ପେଟରେ ପିଇବା ଅନୁଚିତ । ଏସବୁ କୁ ଖାଲି ପେଟରେ ପିଇବା ଦ୍ୱାରା ପାକସ୍ତଳୀକୁ ରକ୍ତ ସଂଚାଳନ କମ୍‌ ହୋଇଯାଇ ଥାଏ ।

କମଳା :-  ଖାଲି ପେଟରେ କମଳା ସେବନ କରିବା ଦ୍ୱାରା ଛାତି ପୋଡ଼ା ସହିତ ଗ୍ୟାସ୍‌ଷ୍ଟ୍ରିକ୍‌ ମଧ୍ୟ ହୋଇଥାଏ ।

କଦଳୀ :-  ଖାଲି ପେଟରେ କଦଳୀ ସେବନ କରିବା ଦ୍ୱାରା ଶରୀରରେ ମ୍ୟାଗ୍‌ନେସିୟମ ଭାଗ ବୃଦ୍ଧି ପାଇଥାଏ। ଯାହାକି ସ୍ୱାସ୍ଥ୍ୟ ପକ୍ଷେ ଆଦୌ କ୍ଷତିକାରକ ନୁହେଁ ।

କାକୁଡ଼ି :- ଖାଲି ପେଟରେ କାକୁଡ଼ି ଖାଇବା ଦ୍ୱାରା ଖାଇବା ଦ୍ୱାରା ଛାତି ପୋଡ଼ା ଓ ତଳି ପେଟ ଯନ୍ତ୍ରଣା ଆଦି ରୋଗ ହୋଇଥାଏ ।

ଟମାଟର୍‌ :-  ଖାଲି ପେଟରେ ଟମାଟର୍‌ ଖାଇବା ପାଇଁ ମଧ୍ୟ ଡାକ୍ତରମାନେ ମନା କରିଛନ୍ତି। ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ପେଟରେ ଏସିଡିଟି ବଢ଼ିଥାଏ ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଏହି ସବୁ ସଙ୍କେତରୁ ଜାଣନ୍ତୁ ଧନପ୍ରାପ୍ତିର ଯୋଗ ରହିଛି

ଖାଲି ପେଟରେ କମଳା ସେବନ କରିବା ଦ୍ୱାରା ଛାତି ପୋଡ଼ା ସହିତ ଗ୍ୟାସ୍‌ଷ୍ଟ୍ରିକ୍‌ ମଧ୍ୟ ହୋଇଥାଏ । - 90%

90%

ଖାଲି ପେଟରେ କାକୁଡ଼ି ଖାଇବା ଦ୍ୱାରା ଖାଇବା ଦ୍ୱାରା ଛାତି ପୋଡ଼ା ଓ ତଳି ପେଟ ଯନ୍ତ୍ରଣା ଆଦି ରୋଗ ହୋଇଥାଏ - 88%

88%
89%

Very Good!

ଖାଲି ପେଟରେ କେଉଁ ସବୁ ଖାଦ୍ୟ ଖାଇଲେ କେଉଁ ସମସ୍ୟା ଦେଖା ଦେଇଥାଏ ଜାଣନ୍ତୁ ? 

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସଠିକ ସମୟରେ ଖାଦ୍ୟ , ପାନୀୟ ଓ ନିଦ୍ରା ନିହାତି ଜରୁରୀ । ସବୁ କାମ ପାଇଁ କିଛି ନିର୍ଦ୍ଧିଷ୍ଟ କଥା ରହିଛି । ଯାହାକୁ ନ ମାନି ଚଳିଲେ ଆମେ ଅସୁବିଧାର ସମ୍ମୁଖୀନ ହେବା । ଏମିତି କିଛି ଖାଦ୍ୟ ଓ ପାନୀୟ ଅଛି ଯାହାକୁ ଖାଲି ପେଟରେ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ତେବେ ଆସନ୍ତୁ ଜାଣିବା ସମ୍ପର୍କରେ।

No Votes Yet

You're not rated yet