LIFESTYLE

ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ନବଦମ୍ପତିଙ୍କୁ ଖାଇବା ମନା

ବିବାହ ସମୟରେ ଖାଦ୍ୟପେୟର ସଠିକ ଭାବେ ଧ୍ୟାନ ରଖାଯାଇ ପାରି ନଥାଏ । ଯାହା ଫଳରେ କି ଶରୀର ଖରାପ ହୋଇ ଥାଏ । ନବଦମ୍ପତି ଏହି ସମୟରେ ନିଜ ଅଜାଣତରେ ଅନେକ ଜିନିଷ ଖାଇଥାନ୍ତି ଯାହା ଅନେକ ପ୍ରକାରର ଶାରୀରିକ ଅସୁବିଧାର କାରଣ ପାଲଟିଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

କେଉଁ ସବୁ ଖାଦ୍ୟ ନବଦମ୍ପତିଙ୍କୁ ଖାଇବା ମନା ଜାଣନ୍ତୁ :-

  • କଫି ଅଧିକ ପିଇବା ଦ୍ୱାରା ପୁରୁଷମାନଙ୍କ ଶରୀରରେ କାର୍ଟିସଲ ନାମକଏକ ହରମୋନ୍‌ ବଢ଼ିବାରେ ଲାଗିଥାଏ ।  ଏହାର ଆଧିକ୍ୟ ମାନସିକ ଅସ୍ଥିରତା ସୃଷ୍ଟି କରିଥାଏ ।
  • କଫିରେ ଅଧିକ ମାତ୍ରାର କ୍ୟାଫିନ ରହିଥାଏ ଯାହା ଫଳରେ ଶରୀରରେ ହରମୋନର ସନ୍ତୁଳନ ବିଗିଡ଼ି ଯାଇଥାଏ ।
  • ନବଦମ୍ପତି ଅଧିକ ଚିଜ୍‌ (ଛେନାରୁ ପ୍ରସ୍ତୁତ) ଥିବା ଖାଇବା ଖରାପ । ଏହା ଅଧିକ ଖାଇବା ଦ୍ୱାରା ଶରୀରରେ ଏକ ବିଷାକ୍ତ ପଦାର୍ଥ ସୃଷ୍ଟି ହୋଇଥାଏ ।
  •  ମିଣ୍ଟ ପାଟିକୁ ଯେତେ ଭଲ ନବଦମ୍ପତିଙ୍କ ପାଇଁ ସେତେ ଖରାପ । ଦୈନନ୍ଦିନ ବ୍ୟବହୃତ ଅନେକ ଜିନିଷରେ ଆମକୁ ମିଣ୍ଟର ସ୍ୱାଦ ଚାଖିବାପାଇଁ ମିଳିଥାଏ । ତେବେ ମିଣ୍ଟ ସେବନ ଦ୍ୱାରା ପୁରୁଷଙ୍କ ମଧ୍ୟରେ ଥକାପଣ ଦେଖାଯାଇଥାଏ ।

ପଢନ୍ତୁ ;

ଏଥର ରଜରେ ଅନୁଭବ କରିବେ ଧମାଲ

Related posts

କାନର କେଉଁ ଅଂଶ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଅଣ୍ଡା ଖାଇବା ଆମ ଶରୀର ପାଇଁ କେତେ ଲାଭଦାୟକ ଓ କେତେ କ୍ଷତିକାରକ ଜାଣନ୍ତୁ

ENO Beuro

ଗର୍ଭାବସ୍ଥାରେ କରନ୍ତୁ ଏହି କାମ ଆପଣଙ୍କର ପିଲା ଗୋରା ହୋଇ ଜନ୍ମ ହେବ

Ratnamani Moharana

1 comment

Leave a Comment