VASTU

କରନ୍ତୁ ନାହିଁ ଏହି ୪ଟି ଭୁଲ୍‌ ନେଚେତ୍ ବିଗିଡି ଯାଇପାରେ ଆପଣଙ୍କ ଭାଗ୍ୟ

mistake

ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ବହୁତ ପରିଶ୍ରମ କଲେ ମଧ୍ୟ କିଛି ଭୁଲ୍‌ କାରଣରୁ ସେ ସଫଳତାର ଶୀର୍ଷରେ ପହଞ୍ଚି ପାରିନଥାଏ। ଯଦି ଆପଣ ଏମିତି କିଛି ଭୁଲ୍‌ କରୁଛନ୍ତି, ତେବେ ଆପଣଙ୍କ ଭାଗ୍ୟ ମଧ୍ୟ ଖରାପ ହୋଇପାରେ।

ଆସନ୍ତୁ ଜାଣିବା ସେମିତି କିଛି ଭୁଲ ବିଷୟରେ,ଯାହା ଆପଣଙ୍କ ଭାଗ୍ୟକୁ ଖରାପ କରିଥାଏ-

କଥାରେ ଅଛି ଭଲ କର୍ମ କଲେ ଭଲ ଫଳ ମିଳିଥାଏ । ଭଲ କାମ କରିବା ଉଚିତ୍‌, ଯେଉଁଥିରେ ଆମର ମଙ୍ଗଳ ହେବ ଏବଂ ଅନ୍ୟମାନଙ୍କୁ କୌଣସି ଅସୁବିଧା ନ ହେବ। କିନ୍ତୁ ଯେଉଁ ଲୋକ ଏହାର ପାଳନ କରି ନ ଥାନ୍ତି, ସେମାନଙ୍କ ଭାଗ୍ୟ ଖରାପ ହୋଇଥାଏ।

ଦାୟିତ୍ୱ ସହିତ ପ୍ରତ୍ୟେକ ମଣିଷର ଗଭୀର ସମ୍ପର୍କ ରହିଛି। ଯେଉଁ ବ୍ୟକ୍ତି ନିଜ ଦାୟିତ୍ୱରେ ଅବହେଳା କରିଥାଏ, ସେହି ବ୍ୟକ୍ତିଙ୍କର ଭାଗ୍ୟ ଖରାପ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।

mistake

ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଶାସ୍ତ୍ର ଅନୁଯାୟୀ ପୂଣ୍ୟ କାମ ବୋଲି କୁହାଯାଏ। ଯେଉଁ ବ୍ୟକ୍ତି ଅନ୍ୟକୁ ସାହାଯ୍ୟ କରି ନ ଥାନ୍ତି, ସେମାନଙ୍କର ମଧ୍ୟ ଭବିଷ୍ୟତରେ ଭାଗ୍ୟ ଖରାପ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।

ଶାସ୍ତ୍ରରେ ବାଣୀ ଉପରେ ସଞ୍ଜମତା ଅବଲମ୍ୱନ କରିବାକୁ ବାରମ୍ୱାର କୁହାଯାଇଛି। କୁହାଯାଏ କି ଯେଉଁ ଲୋକ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖି ନ ଥାନ୍ତି, ସେମାନେ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁ ବ୍ୟକ୍ତିଙ୍କର କଥା ଉପରେ ନିୟନ୍ତ୍ରଣ ନ ଥାଏ ଏବଂ କିଛି ବି କହିଥାନ୍ତି, ସେମାନଙ୍କ ଭାଗ୍ୟ ଖରାପ ହୋଇଥାଏ।

ପଢନ୍ତୁ;ପ୍ରସ୍ତୁତ କରନ୍ତୁ କଦଳୀ ମଞ୍ଜା କଟ୍‌ଲେଟ୍, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

ଆସନ୍ତୁ ଜାଣିବା ମହାଶିବରାତ୍ରୀ ଅବସରରେ କିପରି କରିବେ ଶିବାର୍ଚ୍ଚନା!

ENO Beuro

ପାଦ ଛୁଇଁ ପ୍ରଣାମ କରିବା ପୂର୍ବରୁ ଜାଣି ରଖନ୍ତୁ କେତୋଟି କଥା

Ratnamani Moharana

ପ୍ରତିଦିନ ହନୁମାନ ଚାଳିଶା ପଢିଲେ,ମିଳିବ ଅନେକ ଫାଇଦା! ତେବେ ଆସନ୍ତୁ ଜାଣିବା ହନୁମାନ ଚାଳିଶା ପାଠ କରିବାର ବିଧି ଓ ଫାଇଦା ସମ୍ପର୍କରେ

ENO Beuro

Leave a Comment