VASTU

ବାସ୍ତୁ ଅନୁସାରେ ଘର ପାଖରେ କେଉଁ ଗଛ ଲଗାଇଲେ ଧନ ବୃଦ୍ଧି ହୋଇଥାଏ? ଜାଣନ୍ତୁ

ସାଧାରଣତଃ ଆମେ ଘର ଚାରି ପଟେ ଯେଉଁଠି ଚାହୁଁ ସେଇଠି ଗଛ ଲଗାଇ ଦେଉ। କିନ୍ତୁ ଯଦି ବାସ୍ତୁଶାସ୍ତ୍ରକୁ ମାନିବା ତା’ହେଲେ ସମସ୍ତ ଗଛକୁ ସମସ୍ତ ସ୍ଥାନରେ ଲଗାଯାଇ ପାରିବ ନାହିଁ। ଏହା ଦ୍ୱାରା ବାସ୍ତୁ ଦୋଷ ଦେଖାଯାଏ। ଏହାର ପ୍ରଭାବ ଘର ଲୋକଙ୍କ ଉପରେ ପଡ଼େ। ସେଥିପାଇଁ ଗଛ ଲଗାଇଲା ବେଳେ କେତୋଟି ଜିନିଷକୁ ଧ୍ୟାନ ଦିଆଯିବା ଜରୁରୀ ବୋଲି କୁହାଯାଇଛି।

ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ କେଉଁଠି କେଉଁ ଗଛ ଲଗାଇବା ଯାହା ଫଳରେ ଆମର ବାସ୍ତୁ ଦୋଷ ଦୂର ହେବା ସହ ଦାରିଦ୍ର୍ୟ ମଧ୍ୟ ଦୂରେଇ ଯିବ-

  • ଘରର ଚାରି ପାଖରେ ତୁଳସୀ ଓ ଚମ୍ପା ପରି ଗଛ ଲଗାଇଲେ ଅର୍ଥ ର ଅଭାବ ଦେଖାଯାଏ ନାହିଁ।
  • ଯେଉଁ ସବୁ ଗଛର ପତ୍ର କୁ ଛିଡାଇଲେ କ୍ଷୀର ବାହାରିଥାଏ ସେ ଗଛ କୁ କେବେ ବି ଘର ପାଖରେ ଲଗାନ୍ତୁ ନାହିଁ। ଆହା ଦ୍ଵାରା ଘର ର ଦାରିଦ୍ର୍ୟତା ବଢ଼ିଥାଏ।
  • ଉତ୍ତର ପୂର୍ବ ଦିଗରେ କଦଳୀ ଗଛ ଲଗାଇଲେ ଶୁଭ ହୋଇଥାଏ।
  • ତୁଳସୀ ପାଖରେ କଦଳୀ ଗଛ ଲଗାଇଲେ ମା ଲକ୍ଷ୍ମୀ ଙ୍କ ସହ ଭଗବାନ ବିଷ୍ଣୁ ଙ୍କ ଆଗମନ ହୋଇଥାଏ।

ପଢନ୍ତୁ;  ଗରମ ପାଣି ପିଇବା ଦ୍ଵାରା କ’ଣ ହୁଏ ?ଆସନ୍ତୁ ଜାଣିବା ଏହାର ୫ଟି ଉପକାରିତା

Related posts

ବାସ୍ତୁଟିପ୍ସ :ଘରେ ଦେଖାଦେଲେ ଏହି ସବୁ ଅଶୁଭ ସଙ୍କେତ , ତୁରନ୍ତ ହୋଇଯାଆନ୍ତୁ ସାବଧାନ !

ENO Beuro

ରାଶି ଅନୁସାରେ ଜାଣନ୍ତୁ କେଉଁ ବ୍ୟବସାୟ କଲେ ସଫଳତା ମିଳିବ ?   

ENO Beuro

ବାସ୍ତୁଶାସ୍ତ୍ର ପ୍ରଭାବ ଆପଣଙ୍କ ଜୀବନ ଉପରେ କିପରି ପଡିଥାଏ ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More