VASTU

ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଘରେ ବାସ୍ତୁଦୋଷ ଅଛି 

ଏମିତି କିଛି କାରଣ ବର୍ଣ୍ଣନା କରାଯାଇଛି ଯେଉଁ କାରଣ କିମ୍ବା ଲକ୍ଷଣ କହେ ଘରେ ବାସ୍ତୁଦୋଷ ଅଛି ଯାହା କାରଣରୁ ଧନର ଅଭାବ ଦେଖାଯାଉଛି । ଯାହାକୁ ଆପଣ ଅଣଦେଖା କଲେ ଅସୁବିଧାରେ ପଡି ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଲକ୍ଷଣରୁ ଆପଣ ଜାଣିପାରିବେ କି ଘରେ ବାସ୍ତୁଦୋଷ ଅଛି ବୋଲି?

ଘରେ ବାସ୍ତୁଦୋଷ ଅଛି ଏହି ସବୁ ଲକ୍ଷଣରୁ ଜାଣନ୍ତୁ :-

  • ଘରର ଛାତରୁ ଅଳିଆ ଏବଂ ଅପରିଷ୍କାର ନିୟମିତ ସଫା କରନ୍ତୁ କାରଣ ବସ୍ତୁ ଶାସ୍ତ୍ର ଅନୁସାରେ ଏହା ମାନସିକ ଅଶାନ୍ତି ଦେଇଥାଏ ।
  • ଘରର କାନ୍ଥରେ ଫାଟ ସୃଷ୍ଟି ହେବା ମଧ୍ୟ ବସ୍ତୁ ସହିତ ଗଭୀର ସାମଞ୍ଜସ୍ୟ ରହିଛି । ଯଦି ଘରେ ଏମିତି ହୁଏ ତେବେ ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

home

  • ଯଦି ବିନା କାରଣରୁ ଘରେ ଆଇନା କିମ୍ବା ଝରକା ଭାଙ୍ଗି ଯାଇଛି ତେବେ ମାନନ୍ତୁ ଏହା ବାସ୍ତୁଦୋଷ କାରଣରୁ ହୋଇଥାଏ । ଶୀଘ୍ର ଏହି ନକରାତ୍ମକ ଉର୍ଜା ସୃଷ୍ଟି କରୁଥିବା ଆଇନା କିମ୍ବା ଝରକାକୁ ହଟାଇ ଦିଅନ୍ତୁ ।
  • ଘରେ ପ୍ରତିଦିନ ପୂଜା ପାଠ କରନ୍ତୁ । ଏହା ଦ୍ଵାରା ବାସ୍ତୁଦୋଷ ଦୋଷ କଟିଥାଏ ।

ପଢନ୍ତୁ ; ବୃଦ୍ଧାଶ୍ରମରେରେ ଜନ୍ମଦିନ ପାଳିଲେ ଆକାଶ

  

Related posts

ଦୀପାବଳିରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ମିଳିବ ଶୁଭଫଳ

ENO Beuro

ଜାଣିରଖନ୍ତୁ ଘରେ ପୂଜା କରିବା ସମୟରେ କେଉଁ ଦିଗପ୍ରତି ଧ୍ୟାନ ଦେବା ଉଚିତ ?

ENO Beuro

ପ୍ରତିଦିନ ହନୁମାନ ଚାଳିଶା ପଢିଲେ,ମିଳିବ ଅନେକ ଫାଇଦା! ତେବେ ଆସନ୍ତୁ ଜାଣିବା ହନୁମାନ ଚାଳିଶା ପାଠ କରିବାର ବିଧି ଓ ଫାଇଦା ସମ୍ପର୍କରେ

ENO Beuro

1 comment

Leave a Comment