VASTU

ଘରେ କେଉଁ ସବୁ ଜିନିଷ ରଖିଲେ ଦାରିଦ୍ରତା ବଢେ? ଜାଣନ୍ତୁ

ବାସ୍ତୁଶାସ୍ତ୍ରର ବହୁତ କଥା ଆମେ ଅବିଶ୍ୱାସ କରୁ । ପୂର୍ବରୁ ବର୍ଣ୍ଣିତ ଏଇ ପୁରାଣ ଶାସ୍ତ୍ର କଥା ମାନି ଚଳିଲେ ଆମର ମଙ୍ଗଳ ହେଇଥାଏ । ଘର ସୁନ୍ଦର ଦେଖା ଯିବା ପାଇଁ ଆମେ ଅନେକ ଜିନିଷ ଏଠିସେଠି ରଖିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି କିଛି ଜିନିଷ ଆମେ ଭୁଲରେ ବ୍ୟବହାର କରିଥାଉ ।  ଯେଉଁ ଜିନିଷ ମା ଲକ୍ଷ୍ମୀଙ୍କୁ ଅପ୍ରିୟ ଥାଏ, ତେଣୁ ଆମର ଧନ ହାନି ହେବା ସହିତ ଆମର ଦାରିଦ୍ରତା ବଢିଥାଏ ।

ବାସ୍ତୁଶାସ୍ତ୍ର ଟିପ୍ସ

ଭଙ୍ଗା କାଚ:- ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଭଙ୍ଗା କାଚ ଆଇନା କେବେ ରଖନ୍ତୁ ନାହିଁ କି ଏଥିରେ ମୁହଁ ଦେଖନ୍ତୁ ନାହିଁ । ଏହା ଦ୍ୱାରା ଧନ ହାନି ହେବାର ଯଥେଷ୍ଟ ସମ୍ଭାବନା ଅଛି ।ଏହା ଦ୍ଵାରା ଆପଣଙ୍କ ଅଶୁଭ ହୋଇ ଥାଏ ଓ  ଦାରିଦ୍ରତା ବଢେ ।

ବନ୍ଧ ଘଣ୍ଟା :- ବାସ୍ତୁଶାସ୍ତ୍ର ଅନୁସାରେ ଚାଲୁନଥିବା ଘଣ୍ଟାକୁ ଘରେ ବା ନିଜ ସାମ୍ନାରେ ରଖନ୍ତୁ ନାହିଁ, ଆପଣ କେବେ ଉର୍ନତି କରି ପାରିବେ ନାହିଁ । ତେବେ ବନ୍ଧ ଘଣ୍ଟାକୁ ଦେଖି ବାହାରକୁ ଗଲେ ଆପଣଙ୍କ କାମ ସଫଳ ହୁଏ ନାହିଁ ।

ବେକାର ଜିନିଷ :- ବାସ୍ତୁଶାସ୍ତ୍ର ଅନୁସାରେ ଖରାପ ଜିନିଷ ଅର୍ଥାତ ଅଦରକାରୀ ଜିନିଷ କୁ ଏକାଠି ରଖିବା ଦ୍ୱାରା ଅଶୁଭ ଶକ୍ତି ବଢିଥାଏ ।ଘରେ ଅଶୁଭ ଶକ୍ତି ପ୍ରବେଶ କରି ଥାନ୍ତି । ଏହା ଦ୍ଵାରା ଆପଣଙ୍କ ଘର ର ସୁଖ ଶାନ୍ତି ନଷ୍ଟ ହୋଇ ଥାଏ ଓ ଦାରିଦ୍ରତା ବଢେ ।

କଣ୍ଟା ଗଛ :- ଘରେ କଣ୍ଟା ଥିବା ଗଛ ଲଗାନ୍ତୁ ନାହିଁ, ଏହା ଧନ ସମ୍ପତିରେ ସମସ୍ୟା ଦେଖା ଦେଇ ଥାଏ । ଏହା ଦ୍ଵାରା ଧନ ହାନି ହୁଏ । ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଘର ଉପରେ ପଡେ ନାହିଁ ।

ପଢନ୍ତୁ ;

ପଦ୍ମାବତ ପରେ ଏବେ ମଣିକର୍ଣ୍ଣିକାକୁ ନେଇ ଉଠିଲା ବିରୋଧର ସ୍ୱର

Related posts

ବାସ୍ତୁଶାସ୍ତ୍ର ଅନୁସାରେ ,ଏହି ୫ ଟି ଜିନିଷ ପର୍ସରେ ରଖନ୍ତୁ ,ବଢିପାରେ ଆପଣଙ୍କ ଧନ ?

ENO Beuro

ଶିବରାତ୍ରି ଦିନ ଘରେ କିମ୍ବା ଦୋକାନରେ କରନ୍ତୁ ଏହି ୫ଟି କାମ , ଦୂର ହୋଇପାରେ ଆପଣଙ୍କ ଅସୁବିଧା

ENO Beuro

ଜାଣନ୍ତୁ କେମିତି ଆଙ୍ଗୁଠିର ଝିଅ ନିଜର ସ୍ୱାମୀ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି!

ENO Beuro

1 comment

Leave a Comment