HomeASTROHOROSCOPESକେଉଁ ରାଶିର ପୁଅ ପ୍ରେମରେ କେବେ ବି ଧୋକା ଦିଅନ୍ତି ନାହିଁ ଜାଣନ୍ତୁ? କେଉଁ ରାଶିର ପୁଅ ପ୍ରେମରେ କେବେ ବି ଧୋକା ଦିଅନ୍ତି ନାହିଁ ଜାଣନ୍ତୁ? ସବୁ ଝିଅ ଚାହାଁନ୍ତି ତାଙ୍କ ପାର୍ଟନର ତାଙ୍କୁ ଖୁବ୍ ଭଲ ପାଉ ବୋଲି । କିନ୍ତୁ ଅନେକ ସମୟରେ ଆପଣ ଦେଖିଥିବେ ପୁଅମାନେ ରିଲେସନସିପରେ ରହିବା ପରେ ମଧ୍ୟ ଅନ୍ୟ ଝିଅଙ୍କ ସହ ଫ୍ଲଟ କରିଥାଆନ୍ତି । ତେବେ ଏମିତି ୪ଟି ରାଶିର ଲୋକେ ଅଛନ୍ତି, ଯେଉଁମାନେ ଭଲପାଇବାରେ ଖୁବ୍ ସଚ୍ଚୋଟ ହୋଇଥାଆନ୍ତି । ଏହି ରାଶିର ପୁଅମାନେ ପ୍ରେମରେ ଧୋକା ଦିଅନ୍ତି ନାହିଁ :- କର୍କଟ ରାଶି :- ଏହି ରାଶିର ପୁଅଙ୍କ ଭିତରେ ଅନେକ ଭଲଗୁଣ ଲୁଚି ରହିଥାଏ । ସେ ନିଜର ପାର୍ଟନରଙ୍କ ଫିଲିଙ୍ଗ୍ସକୁ ଖୁବ୍ ଧ୍ୟାନ ଦେଇଥାଆନ୍ତି। ଏହି ରାଶିର ପୁଅମାନେ ନିଜ ପାର୍ଟନରଙ୍କ ପ୍ରତି ଖୁବ୍ ସଚ୍ଚୋଟ ହୋଇଥାଆନ୍ତି । କେବଳ ସେତିକି ନୁହେଁ, ଏମାନେ ନିଜ ପାର୍ଟନରଙ୍କୁ କେବେ ବି ଦୂରକୁ ଯିବାକୁ ଦିଅନ୍ତି ନାହିଁ । ସିଂହ ରାଶି :- ଏହି ରାଶିର ପୁଅମାନେ ଭଲପାଇବାର ଚରମ ସୀମାରେ ପହଁଞ୍ଚିଥାଆନ୍ତି । ଏମିତି ପୁଅ ନିଜର ପାର୍ଟନରର ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି । କେବଳ ସେତିକି ନୁହେଁ ଏମାନେ ନିଜ ପାର୍ଟନରଙ୍କୁ କେବେ ହେଲେ ବି ଭଲପାଇବାରେ ଧକ୍କା ଦେଇ ନ ଥାଆନ୍ତି । ଧନୁ ରାଶି :- ଏହି ରାଶିର ପୁଅ ପରଫେକ୍ଟ ହେବା ସହ ସଚ୍ଚୋଟ ମଧ୍ୟ ହୋଇଥାଆନ୍ତି । ଏମାନେ ବାହାର ସୁନ୍ଦରତାଠାରୁ ବେଶି ଭିତରର ସୁନ୍ଦରତା ଉପରେ ଗୁରୁତ୍ୱ ଦେଇଥାଆନ୍ତି । ଏମାନେ ବିବାହର ବର୍ଷ ବର୍ଷ ପରେ ମଧ୍ୟ ନିଜ ପାର୍ଟନରଙ୍କୁ ସେତିକି ଭଲ ପାଇବା ଦେଇଥାଆନ୍ତି । କୁମ୍ଭ ରାଶି :- ଏହି ରାଶିର ପୁଅମାନେ ଖୁବ୍ ଫ୍ଲଟି ହୋଇଥାଆନ୍ତି । କିନ୍ତୁ ବାହାଘର ପରେ କେବଳ ନିଜ ସ୍ତ୍ରୀ ହୋଇ କରି ରହିଥାଆନ୍ତି । ଏହି ରାଶିର ପୁଅ ତାଙ୍କ ପାର୍ଟନରଙ୍କ କଥାକୁ ଖୁବ୍ ଧ୍ୟାନର ସହ ଶୁଣିଥାଆନ୍ତି । ଆଉ ଚେଷ୍ଟା କରିଥାଆନ୍ତି ତାଙ୍କର ଯେମିତି କିଛି ସମସ୍ୟା ନ ହେଉ । ପଢନ୍ତୁ ; ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ଦିଗରେ ଲାଫିଙ୍ଗ ବୁଦ୍ଧ ରଖିଲେ କ’ଣ ଲାଭ ମିଳେ ଜାଣନ୍ତୁ ? Priyansi ଏହି ରାଶିର ପୁଅମାନେ ନିଜ ପାର୍ଟନରଙ୍କ ପ୍ରତି ଖୁବ୍ ସଚ୍ଚୋଟ ହୋଇଥାଆନ୍ତି - 90% 90% 1 90 100 Priyansi କେବଳ ସେତିକି ନୁହେଁ ଏମାନେ ନିଜ ପାର୍ଟନରଙ୍କୁ କେବେ ହେଲେ ବି ଭଲପାଇବାରେ ଧକ୍କା ଦେଇ ନ ଥାଆନ୍ତି - 88% 88% 1 88 100 89% Very Good! କେଉଁ ରାଶିର ପୁଅ ପ୍ରେମରେ କେବେ ବି ଧୋକା ଦିଅନ୍ତି ନାହିଁ ଜାଣନ୍ତୁ ? ସବୁ ଝିଅ ଚାହାଁନ୍ତି ତାଙ୍କ ପାର୍ଟନର ତାଙ୍କୁ ଖୁବ୍ ଭଲ ପାଉ ବୋଲି । କିନ୍ତୁ ଅନେକ ସମୟରେ ଆପଣ ଦେଖିଥିବେ ପୁଅମାନେ ରିଲେସନସିପରେ ରହିବା ପରେ ମଧ୍ୟ ଅନ୍ୟ ଝିଅଙ୍କ ସହ ଫ୍ଲଟ କରିଥାଆନ୍ତି । ତେବେ ଏମିତି ୪ଟି ରାଶିର ଲୋକେ ଅଛନ୍ତି, ଯେଉଁମାନେ ଭଲପାଇବାରେ ଖୁବ୍ ସଚ୍ଚୋଟ ହୋଇଥାଆନ୍ତି । 0 No Votes Yet You're not rated yet Posts Navigation Previous Article ପାକିସ୍ତାନୀ ସୁପ୍ରିମକୋର୍ଟଙ୍କ ରାୟ: ଆଜୀବନ ବାସନ୍ଦ ହେଲେ ନୱାଜ ସରିଫ ,ଆଉ ରାଜନୀତି କରିପାରିବେ ନାହିଁ! Next Article ଘରେ ବନାନ୍ତୁ ବ୍ରେଡ୍ ପିଜା ପକୋଡା,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ!